Browsing Tag

Ganjam

ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ବୁଲି ଦେଖିବେ ୫-ଟି ସଚିବ ପାଣ୍ଡିଆନ

ବ୍ରହ୍ମପୁର : ରବିବାର ହିଞ୍ଜିଳି ଅଞ୍ଚଳର ୨୩ଟି ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟ ଦେଖିବା ପରେ ଆଜି ଶେରଗଡ ବ୍ଲକର ୨୭ଟି ସ୍କୁଲ ପରିଦର୍ଶନ କରିବେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ପରିଦର୍ଶନ ସମୟରେ ସେ ବର୍ତ୍ତମାନ ଚାଲିଥିବା ସ୍କୁଲ ଟ୍ରାନସଫରମେସନ କାର୍ଯ୍ୟର ତଦାରଖ କରିବେ । ଏହି…

ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୮ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୬ ଜଣ ଅଟୋ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଅଟୋଟିରେ ରମ୍ଭା ଅଞ୍ଚଳର କିଛି ଲୋକ ରମ୍ଭାରୁ…

ଏବେ ଫୋକସରେ ଶିଳ୍ପାଞ୍ଚଳ ଅଭିବୃଦ୍ଧି : ସହାୟକ ହେବ ‘ଶିଳ୍ପର ଯତ୍ନ’

ଛତ୍ରପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ , ଗଜପତି , ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ଶିଳ୍ପର ଯତ୍ନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ କୁମାର…

ମା’ ତାରାତାରିଣୀ ପୀଠରେ ସୁବର୍ଣ୍ଣ ଚିତା ଲାଗି

ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀଙ୍କ ମନ୍ଦିରରେ ରବିବାର ଚିତାଉ ଅମବାସ୍ୟା ପର୍ବ ପାଳିତ ହୋଇଛି। ଏହି ଅବସରରେ ଦେବୀଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା ଯାହା ବର୍ଷକରେ ଏହି ପବିତ୍ର ତିଥିରେ ସମ୍ପନ୍ନ ହୋଇଥାଏ। ପାରମ୍ପରିକ ଓଡ଼ିଆ ରୀତିନୀତି…

ଗଞ୍ଜାମ ଜିଲ୍ଲାର ପ୍ରଧାନଶିକ୍ଷକମାନଙ୍କ ସହ ଆଲୋଚନା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢୁଥିବା ପିଲାମାନେ ଯେପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ । ହାଇସ୍କୁଲ୍ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ସହ…

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦ ପ୍ରତିଶତ ଲୋକଙ୍କଠାରେ…

ଭୁବନେଶ୍ୱର – ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ ଆସିଛି । ଓଡିଶାର ତିନିଟି ଜିଲ୍ଲା-ଗଞ୍ଜାମ, ରାୟଗଡା ଓ କୋରାପୁଟରେ ଜୁନ ୧୬ରୁ ୨୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ସାଧାରଣ ଲୋକଙ୍କ ମଧ୍ୟରୁ ୬୫ ଦଶମିକ ୧୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି…

ମନ ମୋହିବ ରାଜ୍ୟର ପ୍ରଥମ ଗ୍ରାସ୍ ପାର୍କ

ଘାସରେ ତିଆରି ଠେକୁଆ, ଜିରାଫ୍, ହାତୀ, ବାଘ, ଗାଈ, ମୟୂର, ଘୋଡ଼ା ଓ ଛୁଆକୁ ସ୍ନେହ କରୁଥିବା ମାଆର ପ୍ରତିକୃତି। ଦେଖିଲେ ଲାଗିବ ଜୀବନ୍ତ, ସତେ ଯେମିତି ଘାସ ତାର ସବୁଜିମାରେ ଏସବୁକୁ ନିଜ ଭିତରେ ଲୁଚାଇ ରଖିବାକୁ ପ୍ରୟାସରତ। ତେବେ ଏହା ସତସତିକା ଘାସ ନୁହେଁ, କୃତ୍ରିମ ଘାସରେ ତିଆରି ବିଭିନ୍ନ…