Browsing Tag

Health and Family Welfare Minister Naba Kishore Das

ଜୁନ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟିକାକରଣ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ଜୁନ୍ ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ୩ଲକ୍ଷ ଟିକାକରଣ କରାଯିବ । ଆସନ୍ତା ସପ୍ତାହରେ ରାଜ୍ୟକୁ ଆହୁରି ଟିକା ଆସିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ, କୋରୋନାର ତୃତୀୟ ପ୍ରବାହର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି ।…

ରାଜ୍ୟରେ ଟିକାର ଅଭାବ: ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ରାଜ୍ୟରେ କୋଭିଡ଼-୧୯ ଟିକାର ସ୍ଵଳ୍ପ ପରିମାଣ ଓ ଅନୀୟମିତ ଯୋଗାଣ ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସୁଦ୍ଧା ରାଜ୍ୟକୁ ୫୦ ଲକ୍ଷ ୭୯ ହଜାର ୬୫୦ ଡୋଜ୍ ଟିକା ଯୋଗାଇ ଦିଆଯାଇଛି । ତା ମଧ୍ୟରୁ ୪୫ ଲକ୍ଷ ୪୨ ହଜାର ୮୭୦ ଡୋଜ୍ କୋଭାସିଲ୍ଡ ଟିକା ହୋଇଥିବା ବେଳେ…

ଆବଶ୍ୟକ ହେଲେ ହିଁ ରାଜ୍ୟରେ ଦିନ କର୍ଫ୍ୟୁ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ପଡିଲେ ହିଁ ଦିନବେଳା କର୍ଫ୍ୟୁ ଜାରି ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହା କହିଛନ୍ତି । କୋଭିଡ ସ୍ଥିତି ଉପରେ କଡା ନଜର ରଖାଯାଉଛି । ଜିଲ୍ଲାପାଳମାନଙ୍କ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ…

କୋରୋନା ପାଇଁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର-୮ଟି ରାଜ୍ୟରେ କୋରୋନା ସ୍ଥିତି ପୁଣି ବିଗିଡି ଯାଇଥିବାରୁ ଓଡିଶା ପ୍ରତି ମଧ୍ୟ ଆହ୍ୱାନ ସୃଷ୍ଟି ହୋଇଛି । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ…

ରାଜ୍ୟର ବର୍ତ୍ତମାନ କୋରୋନା ସ୍ଥିତି ଉପରେ ସରକାରଙ୍କ ତୀକ୍ଷ୍‌ଣ ନଜର, କିଛି ସହରରେ ଆରମ୍ଭ ହେବ ସେରୋ ସର୍ଭେ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନର କୋରୋନା ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଦିନକୁ ୭ ହଜାର ୩ ଶହ ଆରଟି-ପିସିଆର୍ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ୍‌ସ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା…