Browsing Tag

Health and Family Welfare Minister Naba Kishore Das

ପରିସ୍ଥିତି ବିଗିଡିଲେ ହିଁ ପୁଣି ଲକଡାଉନ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀ ଆଶଙ୍କା ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ଯେ, ସ୍ଥିତି ଉପରେ କଡା ନଜର ରଖାଯାଇଛି । ଲୋକଙ୍କୁ ସଚେତନ କରାଯାଉଛି । କୋଭିଡ ନିୟମକୁ କଡାକଡି କରାଯାଉଛି । କୋଭିଡ ଟେଷ୍ଟିଂ ମଧ୍ୟ ବଢାଯାଉଛି । ପରିସ୍ଥିତି ବିଗିଡିଲେ ପୁଣି…

ଟିକାକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଥମ ପର୍ଯ୍ୟାୟରେ ସରପଞ୍ଚଙ୍କୁ ଟିକା ଦେବା ଲାଗି ଓଡିଶାର ପ୍ରସ୍ତାବ

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଥିବା ବୈଠକରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଉପସ୍ଥାପନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସରପଞ୍ଚଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ନେଇ ସେ ପ୍ରସ୍ତାବ ରଖିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପଂଜିକରଣ…

ବୁର୍ଲା ସ୍ଥିତ ଭୀମସାରର ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି : ମନ୍ତ୍ରୀ ଦାସ

ଭୁବନେଶ୍ବର :ଉନ୍ନତ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଅଗ୍ରାଧୁକାର ଦେଉଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁସ୍ତ ଓଡ଼ିଶା ସୁଖ ଓଡ଼ିଶା ' ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ…

ବରଗଡ଼ରେ ବିକାଶ ଗୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ ପକ୍ଷରୁ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ବର :ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ଘରୋଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିଶ୍ଚିତ ଭାବରେ ସ୍ଵାଗତ ଯୋଗ୍ୟ । ଏହି ପରିପ୍ରେକ୍ଷିରେ ବରଗଡ଼ଠାରେ ବିକାଶ ଗୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ ପକ୍ଷରୁ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ…

ଏସସିବିରେ ରୋଗୀମାନଙ୍କୁ ତ୍ବରିତ ପାଥୋଲୋଜି ଓ ପରିକ୍ଷଣ ସେବା ଯୋଗାଇ ଦିଆଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ବଡ଼ ମେଡ଼ିକାଲର ନିଦାନ ବିଭାଗ ଯଥା : -ପାଥୋଲୋଜି , ମାଇକ୍ରୋବାୟୋଲୋଜି , ରେଡ଼ିଓଲୋଜି ଓ ବାୟୋକେମେଷ୍ଟ୍ର ବିଭାଗ ଗୁଡ଼ିକ ରୋଗୀମାନଙ୍କୁ ନିର୍ଭୁଲ ତଥା ଠିକ୍ ସମୟରେ ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଲୋକ…