Browsing Tag

HIrakud Dam

ଭୟଙ୍କର ରୂପ ଧରିଲାଣି ମହାନଦୀ, ହୀରାକୁଦର ୨୮ ଗେଟ୍ ଖୋଲିଲା

ସମ୍ବଲପୁର: ମହାନଦୀ କରାଳ ରୂପ ଧାରଣ କରିଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୁପଖ୍ୟ ୨୮ଟି ଗେଟରେ ଜଳ ନିଷ୍କାସନ କରୁଛନ୍ତି | ଉପରମୁଣ୍ତରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର…

ହୀରାକୁଦରୁ ପୁଣି ୮ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଆଜି ପୁଣି ଜଳପ୍ରବାହ ବ୍ରୁଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।…

ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ୪ ଗେଟ୍ ଖୋଲିଲା

ସମ୍ବଲପୁର: ଲଘୁଚାପ ଯୋଗୁଁ ହୀରାକୁଦ ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଉପରମୁଣ୍ଡରେ ହାରାହାରି ୪୩.୪୪ ମିମି ବର୍ଷା ରେକର୍ଡ କରାଯାଇଛି । ଫଳରେ ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲଖ୍ୟ ୧୮ ହଜାର କ୍ୟୁସେକ୍ ପାଣି ଆସୁଛି । ଏଥିପାଇଁ ହୀରାକୁଦର ୪ଟି ଗେଟ୍ ଖୋଲି ଜଳ…

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ, ୨ ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦରୁ ଆଜି ପ୍ରଥମ ବନ୍ଯାଜଳ ନିଷ୍କାସିତ ହୋଇଛି । ଲେପ୍ଟ ପଟର ଦୁଇଟି ଗେଟ୍ ଖୋଲାଯାଇ ପ୍ରାୟ ୨୭ ଲଖ୍ୟ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପୂଜାର୍ଚ୍ଚନା ପରେ ବାମ ପାର୍ଶ୍ୱ ରେ ପ୍ରଥମେ ଗୋଟିଏ ପରେ ଗୋଟିଏ ସମୁଦାୟ ୨ଟି ସୁଇସ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିବା…

୧୧ରେ ହୀରାକୁଦ ଛାଡିବ ଏବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୧୧ ତାରିଖରେ ହୀରାକୁଦ ବନ୍ଧରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ଏନେଇ ବନ୍ଧ କର୍ତୁପଖ୍ୟ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଆଜି ଜଳସ୍ତର ୬୦୭.୫୮ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୫୦ ହଜାର କ୍ୟସେକ୍ ପାଣି ପଶୁଛି । ସେହିପରି…