Browsing Tag

India vs Australia Test Series

ବ୍ରିସବେନ ଟେଷ୍ଟରେ ଭାରତର ଚମକପ୍ରଦ ବିଜୟ, ସିରିଜ ୨-୧ରେ ହାତେଇଲା ରାହାଣେଙ୍କ ଟିମ୍ , ପନ୍ତ ରନ୍ ଚେଜ୍‌ର ହିରୋ

ବ୍ରିସବେନ- ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭାରତର ଚମକପ୍ରଦ ବିଜୟ । ରୋମାଂଚକର ମ୍ୟାଚରେ ଘରୋଇ ଦଳକୁ ୭ ୱିକେଟରେ ହରାଇ ସିରିଜ ୨-୧ରେ ହାତେଇଛି ଟିମ୍ ଇଣ୍ଡିଆ । ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଅଷ୍ଟ୍ରେଲିଆରେ ସିରିଜ୍ ବିଜୟୀ ହୋଇଛି । ୩୨୮ ରନର ବିଜୟ…

ଶୁକ୍ରବାର ଠାରୁ ବ୍ରିସବେନ୍‌ରେ ସିରିଜ୍ ନିର୍ଣ୍ଣାୟକ ଚତୁର୍ଥ ଟେଷ୍ଟ, ଅଷ୍ଟ୍ରେଲିଆର ‘ଅଭେଦ୍ୟ ଦୁର୍ଗ’ ଦଖଲ ଲକ୍ଷ୍ୟରେ…

ବ୍ରିସବେନ - ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ସିରିଜ୍ ନିର୍ଣ୍ଣାୟକ ଟେଷ୍ଟ ଶୁକ୍ରବାର ଠାରୁ ସ୍ଥାନୀୟ ଗାବା ଷ୍ଟାଡିୟମରେ ଆରମ୍ଭ ହେଉଛି । ପ୍ରତିକୂଳ ପରିସ୍ଥିତିରେ ସିଡନୀ ଟେଷ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ ସହ ପରାଜୟ ଏଡାଇବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଚଳିତ ଅଷ୍ଟ୍ରେଲିଆ ଗସ୍ତର…

ସିଡନୀ ଟେଷ୍ଟ: ଅଷ୍ଟ୍ରେଲିଆ ୧୯୭ ରନରେ ଅଗ୍ରଣୀ

ସିଡନୀ - ସିଡନୀ ଟେଷ୍ଟର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଦୁଇ ୱିକେଟ୍ ହରାଇ ୧୦୩ ରନ୍ କରିନେଇଛି । ଅଷ୍ଟ୍ରେଲିଆ ଏଯାବତ ଭାରତ ଉପରେ ୧୯୭ ରନ୍ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନ୍ କରିଥିଲା। ଏହାର ଜବାବରେ ଭାରତ ଆଜି ପୂର୍ବ ଦିନର…

ସିଡନୀ ଟେଷ୍ଟ: ଦ୍ୱିତୀୟ ଦିନରେ ଗିଲ୍‌, ଜାଡେଜାଙ୍କ ଚମକ

ସିଡନୀ - ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ବୋଲିଂ ପରେ ଯୁବ ଓପନର ଶୁବମନ ଗିଲଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଆଧିପତ୍ୟ ଜାହିର କରିଛି । ଷ୍ଟିଭ୍ ସ୍ମିଥଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮…

ଗୁରୁବାର ଠାରୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ସିଡନୀ - ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଗୁରୁବାର ଠାରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି)ରେ ଆରମ୍ଭ ହେଉଛି । ଆଡିଲେଡ୍ ଲଜ୍ଜାକୁ ଭୁଲି ମେଲବୋର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିବା ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସିଡନୀରେ ମଧ୍ୟ ଜୟଯାତ୍ରା ଜାରି…

ବକ୍ସିଂ ଡେ ଟେଷ୍ଟ: ଭାରତ ୮ ୱିକେଟରେ ବିଜୟୀ, ସିରିଜ୍ ୧-୧

ମେଲବୋର୍ଣ୍ଣ - ଆଡିଲେଡ୍‌ର ପ୍ରତିଶୋଧ ମେଲବୋର୍ଣ୍ଣରେ ନେଇଛି ଭାରତ । ଆଡିଲେଡ୍ ବିପର୍ଯ୍ୟୟ ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ପୂର୍ବକ ଭାରତ ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟକୁ ୮ ୱିକେଟରେ ଜିତି ନେଇଛି । ଅଷ୍ଟ୍ରେଲିଆ ପ୍ରଦତ୍ତ ୭୦ ରନର ବିଜୟଲକ୍ଷ୍ୟକୁ ଭାରତ ଚତୁର୍ଥ ଦିବସରେ କେବଳ ୨ ୱିକେଟ୍…

ବକ୍ସିଂ ଡେ ଟେଷ୍ଟ: ବୋଲର ଦେଲେ ଭାରତକୁ ବିଜୟ ସୁଯୋଗ, ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୩୩/୬

ମେଲବୋର୍ଣ୍ଣ – ବୋଲରଙ୍କ ପୁଣି ଦମ୍‌ଦାର ପ୍ରଦର୍ଶନ ସହାୟତାରେ ଏଠାରେ ଚାଲିଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତର ବିଜୟ ସମ୍ଭାବନା ସୃଷ୍ଟି ହୋଇଛି । ଭାରତ ପ୍ରଥମ ଇନିଂସରେ ୧୩୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବା ପରେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି…