Browsing Tag

India vs Australia Test Series

ବକ୍ସିଂ ଡେ’ ଟେଷ୍ଟ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୯୫ରେ ଆଉଟ୍

‌ମେଲବୋର୍ଣ୍ଣ – ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏଠାରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ତଥା ବକ୍ସିଂ ଡେ ଟେଷ୍ଟରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସରେ ମାତ୍ର ୧୯୫ ରନରେ ଅଲ୍ ଆଉଟ୍ କରିଦେଇଛି । ଏହାର ଜବାବରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍…

ଟେଷ୍ଟରେ ନିଜର ସର୍ବନିମ୍ନ ସ୍କୋର ସହ ଆଡିଲେଡ ଟେଷ୍ଟରେ ଭାରତର ପରାଜୟ, ୮ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

ଆଡିଲେଡ୍ - ଦ୍ୱିତୀୟ ଇନିଂସରେ ଅତି ନିମ୍ନମାନର ପ୍ରଦର୍ଶନ କରି ଆଡିଲେଡ ଟେଷ୍ଟରେ ଭାରତ ୮ ୱିକେଟରେ ପରାସ୍ତ ହୋଇଛି । ମ୍ୟାଚ୍ ଜିତିବା ସହ ଅଷ୍ଟ୍ରେଲିଆ ୪ ମ୍ୟାଚ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟର ଆଜି ତୃତୀୟ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ମାତ୍ର ୩୬…

ବ୍ୟାଟ୍ସମ୍ୟାନଙ୍କ ଲଜ୍ଜାଜନକ ପ୍ରଦର୍ଶନ: ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସର୍ବନିମ୍ନ ସ୍କୋର

ଆଡିଲେଡ୍ – ଦିବାରାତ୍ର ଟେଷ୍ଟର ତୃତୀୟ ଦିବସରେ ଅଷ୍ଟ୍ରେଲୀୟ ପେସରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆତ୍ମସମର୍ପଣ କରିଛନ୍ତି । ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନରେ ଅଟକି ଯାଇଛି । ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ହେଉଛି ଭାରତର ସର୍ବନିମ୍ନ ସ୍କୋର । ପ୍ୟାଟ୍ କମିନ୍ସଙ୍କ ବଲରେ…

ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ, ଭାରତ ନିୟନ୍ତ୍ରଣରେ ଆଡିଲେଡ୍ ଟେଷ୍ଟ

ଆଡିଲେଡ୍ - ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଏଠାରେ ଚାଲିଥିବା ଦିବାରାତ୍ର ଟେଷ୍ଟରେ ଭାରତ ନିଜ ସ୍ଥିତି ସୁଦୃୃୃଢ କରିନେଇଛି । ଅଶ୍ୱିନ ୪ଟି ୱିକେଟ୍ ନେଇଥିବା ବେଳେ ଭାରତର ପ୍ରଥମ ଇନିଂସ୍ ସ୍କୋର ୨୪୪ ରନ୍ ଜବାବରେ ଅଷ୍ଟ୍ରେଲିଆ ୧୯୧ରେ ଅଲ୍‌ଆଉଟ୍ ହୋଇଯାଇଛି ।…

ଦିବାରାତ୍ର ଟେଷ୍ଟ: ଭାରତ ୨୪୪ରେ ଅଲ୍ ଆଉଟ୍‌

ଆଡିଲେଡ୍ – ଏଠାରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍ କରି ଅଲଆଉଟ୍ ହୋଇଯାଇଛି । ଭାରତ ତାର ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩୩/୬ରୁ ଖେଳ ଆରମ୍ଭ କରି ଦ୍ୱିତୀୟ ଦିନର ପ୍ରଥମ ଅଧଘଣ୍ଟା ମଧ୍ୟରେ ଆଉ ମାତ୍ର ୧୧ ରନ୍ ଯୋଗକରି ଆଉଟ୍…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସରେ ଭାରତ ୨୩୩/୬

ଆଡିଲେଡ୍ - ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିବାରାତ୍ର ଟେଷ୍ଟ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ପ୍ରଥମ ଦିବସରେ ଅଢେଇ ଶହ ଛୁଇଁବା ପୂର୍ବରୁ ୬ଟି ୱିକେଟ୍ ହରାଇ ଦେଇଛି । କୋହଲି ୭୪ ରନର ଏକ ଦର୍ଶନୀୟ ଇନିଂସ ଖେଳି ଦୁର୍ଭାଗ୍ୟଜନକ ଭାବେ ରନ୍…

ଦିବାରାତ୍ର ଟେଷ୍ଟ: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ - ଭାରତ-ଅଷ୍ଟ୍ରେଲିଆ ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଆଜି ଠାରୁ ଆଡିଲେଡରେ ଆରମ୍ଭ ହୋଇଛି । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ଏହାର ପ୍ଲେଇଂ ଇଲେଭେନ ଘୋଷଣା କରିସାରିଛି। ମୟଙ୍କ ଅଗ୍ରୱାଲ ଏବଂ…