Browsing Tag

Kandhamal District

ଅପହଞ୍ଚଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପ୍ରଶାସନକୁ ସର୍ବବ୍ୟାପୀ କରି ସର୍ବତ୍ର ପହଞ୍ଚାଇ ତୃଣମୂଳସ୍ତରରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଗୁରୁତ୍ବାରୋପ କରି ଆସିଛନ୍ତି। ନିଜେ ମଧ୍ୟ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କରୋନା ମହାମାରୀ କାଳରେ ମଧ୍ୟ ଭର୍ଚୁଆଲ୍…

ଭେଣ୍ଟିଲେଟରରେ ନୂଆ ଜୀବନ

କରୋନା ସଙ୍କଟ କାଳରେ ଏକ ଆଶ୍ଵସ୍ତିକର ଖବର। ଏଭଳି ଏକ ଖବର ଯାହା ମହାମାରୀ ବିରୋଧରେ ମନୁଷ୍ୟର ସଂଗ୍ରାମରେ ବିଜୟର ଏକ କାହାଣୀ ବୋଲି କୁହାଯାଇ ପାରିବ। ମହାମାରୀ ବିପକ୍ଷ ଲଢ଼େଇରେ ନିଷ୍ଠାପର ଭାବେ ସେବାରତ ଡାକ୍ତରଙ୍କ ଏକ ବିଜୟ ଭାବେ ପରିଗଣିତ ହୋଇପାରିବ। ଖବର ଆସିଛି କନ୍ଧମାଳ ଜିଲ୍ଲାରୁ…

କନ୍ଧମାଳ ଜିଲ୍ଲା ବିକାଶର ବ୍ଲୁ ପ୍ରିଣ୍ଟ : ସମୀକ୍ଷା କଲେ ୫ଟି ସଚିବ

କନ୍ଧମାଳ: ଆଜି ୫ଟି ସଚିବ ଭି କେ ପାଣ୍ଡିଆନ ଦିନିକିଆ କନ୍ଧମାଳ ଗ୍ରସ୍ତ ରେ ଆସି ଗୂଦାରୀ ସ୍ଥିତ ଏରୋ ଡ୍ରମ ପଡିଆ ରେ ଓହ୍ଲାଇ ଥିଲେ । ସେଠାରେ କନ୍ଧମାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା l ସରକାରଙ୍କ ବିଭିନ୍ନ ଉନ୍ନୟନ୍ନ ମୁଳକ କାର୍ଯ୍ୟ ବୁଲି ଦେଖିବା ସହ ୫ଟି…