Browsing Tag

Lord Jagannath Temple

ବିନାଭକ୍ତରେ ସ୍ନାନ ଯାତ୍ରା, କାଲିଠାରୁ ପୁରୀରେ ୧୪୪ ଧାରା

ପୁରୀ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ଆସନ୍ତାକାଲି ସହରରେ ୧୪୪ ଧାରା ଜାରି ହେବ । ଏଥର ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ଭିଡ ଯେମିତିନ ହେବ, ସେଥିପାଇଁ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି କରାହେବ । ୨୫…

No Jagannath Darshan on Sundays

Puri: The Shree Jagannath Temple Administration today issued a fresh standard operating procedure (SOP) for darshan of deities. According to the fresh SOP the temple will remain open on all days of the week except Sundays. The darshan…

ମନ୍ଦିର ଖୋଲିବା ପାଇଁ ମୋଡାଲିଟିସ୍ ପ୍ରସ୍ତୁତ କଲା ଦେବୋତର ବିଭାଗ, ରାଜ୍ୟ ସରକାରଙ୍କୁ ପ୍ରଦାନ

ଭୁବନେଶ୍ୱର- ଦେବୋତର ବିଭାଗ ଅଧୀନରେ ଥିବା ରାଜ୍ୟର ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ନିର୍ଦ୍ଧାରଣ ହୋଇଛି । ରାଜ୍ୟ ସରକାରଙ୍କୁ ଏହି ମୋଡାଲିଟି ପ୍ରଦାନ କରାଯାଇଥିବା ଦେବୋତର ବିଭାଗ ସୂଚନା ଦେଇଛି । ଏହା ଅନୁସାରେ ଏକକାଳୀନ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ରହିଛି । ସାମାଜିକ ଦୂରତା…

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଧାରଣ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଧାରଣ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ ଏହି ଅଲୌକିକ ଯୋଦ୍ଧାବେଶ ସମସ୍ତଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ ସମସ୍ତଙ୍କ କଲ୍ୟାଣ ଓ…

ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ, ୨୬ ତାରିଖ ରାତି ୨ଟାରେ ଆରମ୍ଭ ହେବ ବେଶ କାମ, ରହିବେ…

ପୁରୀ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି ଯେ, ୨୬ ତାରିଖ ରାତି ୨ଟାବେଳେ ଆରମ୍ଭ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ରାତି୨ଟାରେ ଦ୍ୱାର ଫିଟାଯିବା ପରେ ବେଶ…

ଶ୍ରୀମନ୍ଦିର ଖୋଲିବା ନେଇ ସବୁ ପକ୍ଷ ସହ ଆଲୋଚନା କରିବ ମନ୍ଦିର ପ୍ରଶାସନ, କାଲି ନିଯୋଗ ପ୍ରତିନିଧି ଓ ବରିଷ୍ଠ…

ପୁରୀ – ରାଜ୍ୟରେ ମନ୍ଦିର ଖୋଲିବା ସମ୍ଭାବନା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଠାରୁ ମଧ୍ୟ ରିପୋର୍ଟ ମଗାଯାଇଛି । ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସମ୍ଭାବନା ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗ…