Browsing Tag

Malkangiri

ମାଲକାନଗିରିରେ ଆଜିଠାରୁ ୩୧ତାରିଖ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ

ମାଲକାନଗିରି - ଆଜିଠାରୁ ମାଲକାନଗିରିରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ । ପ୍ରସିଦ୍ଧ ବଡ ଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ ଭିଡ ଓ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ରାତି ୯ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ…

ମାଲକାନଗିରି ଜିଲ୍ଲା ଗୁଗାପଦରରେ ଆଇଇଡି ବିସ୍ଫୋରଣ , ବିଏସଏଫ ଯବାନ ଆହତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଗୁଗାପଦରରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବିଏସଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଲାକୁ…

ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା, ଜଣେ ଦୁର୍ଦ୍ଦାନ୍ତ…

ମାଲକାନଗିରି- ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଜଙ୍ଗଲରେ ଓଡିଶା ପୋଲିସର ଏସଓଜି, ଡିଭିଏଫ, ବିଏସଫ, ଆନ୍ଧ୍ର ପ୍ରଦେଶର ଗ୍ରେ ହାଉଣ୍ଡ ମିଳିତ କମ୍ବିଂ ଅପରସେନରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଧରାପଡିଛି । ଧରାପଡିଥିବା ମାଓବାଦୀର ନାମ ଲକ୍ଷ୍‌ମଣ ଗଲୋରୀ ବୋଲି ଜଣାପଡିଛି ।…

ମାଲକାନଗିରି ସ୍ୱାଭିମାନ ଅଂଚଳରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ମାଓ ନେତା କିଶୋର ନିହତ

ମାଲକାନଗିରି- ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓ ବିରୋଧୀ ଅପରସେନରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା । ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଜଙ୍ଗଲରେ ପୋଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଦୁର୍ଦ୍ଧାନ୍ତ ମାଓ ନେତା କିଶୋର ନିହତ ହୋଇଛି । କିଶୋର…