Browsing Tag

Mo School Abhiyan

‘ମୋ ସ୍କୁଲ ଅଭିଯାନ’ : ଯୋଡି ହୋଇଛନ୍ତି ୫ ଲକ୍ଷ ୬୦ ହଜାର ଆଲୁମିନି, ୧୨୧ ଦଶମିକ ୨୬ କୋଟିର ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅଭିନବ ‘ମୋ ସ୍କୁଲ୍ ଅଭିଯାନରେ ୫ ଲକ୍ଷ ୬୦ ହଜାର ଆଲୁମିନି ଯୋଡି ହୋଇଛନ୍ତି । ଏଯାବତ୍ ଏହି ଅଭିଯାନରେ ୩୩ ହଜାର ସ୍କୁଲ୍ ସାମିଲ ହୋଇଛନ୍ତି । ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୧୨୧ ଦଶମିକ ୨୬ କୋଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ମୋ ସ୍କୁଲ ଅଭିଯାନର ୨୪ତମ…

ଗଞ୍ଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଛତ୍ରପୁର ବିଧାୟକ

ଛତ୍ରପୁର- ମୋ ପୋଷ୍ୟ ସ୍କୁଲ ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ଏ କ୍ରମରେ ଗଂଜାମ ଜିଲ୍ଲାର ୨ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ।…

ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନ : ଭୁବନେଶ୍ୱରର ଭୌମନଗର ଉପ୍ରା ସ୍କୁଲକୁ ପୋଷ୍ୟ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟ ସ୍କୁଲ ଆହ୍ୱାନକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ । ଭୁବନେଶ୍ୱର ଭୌମନଗର ଉଚ୍ଚ ପ୍ରାଥମିକ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ଅମର । ସେ ଏହି ସ୍କୁଲରେ ଚତୁର୍ଥ ଓ ପଂଚମ ଶ୍ରେଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…