Browsing Tag

Narendra Modi

ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡିଶାର ଭାଗ୍ୟଶ୍ରୀ ସାହୁଙ୍କୁ ପଟ୍ଟଚିତ୍ର କଳାପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ରେ ଓଡିଶାର ପଟ୍ଟଚିତ୍ର କଳାରେ ଦକ୍ଷତା ହାସଲ କରିଥିବା ଭାଗ୍ୟଶ୍ରୀ ସାହୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ରାଉରକେଲାର ଭାଗ୍ୟଶ୍ରୀ ସାହୁ ଜଣେ ଇଂଜିନିୟରିଂ ଛାତ୍ରୀ । କିନ୍ତୁ ପଟ୍ଟଚିତ୍ର କଳାରେ ସେ…

ପାର୍ଲାମେଂଟରେ ଓଡିଶା ପ୍ରତି ରେଳବାଇର ବୈମାତୃକ ମନୋଭାବ ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ବଜେଟ ଅଧିବେଶନ ପାଇଁ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଜେଡି ଯୋଗ ଦେଇ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି କରାଯାଉଥିବା ଅବହେଳା ପ୍ରସଙ୍ଗ ଉଠାଇବ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସୂଚନା…

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ – ଦେଶରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେବେ । ଟିକା ପ୍ରତି ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ସବୁ ମୁଖ୍ୟମନ୍ତ୍ରୀ ଟିକା ନେବେ ବୋଲି ସରକାରୀ…

କୋଭିଡ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ସଫେଇ କର୍ମଚାରୀ ମନିଷ କୁମାର ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ - ଆରମ୍ଭ ହୋଇଛି କରୋନା ବିରୋଧରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ଏମ୍ସର ଜଣେ ସଫେଇ କର୍ମଚାରୀ ମନିଷ କୁମାର…

କରୋନା ବିରୋଧରେ ଶେଷ ଲଢ଼େଇ: ଆଜିଠୁ ଭାରତରେ ମେଗା ଟିକାକରଣ ଅଭିଯାନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ - ଶେଷରେ ଅପେକ୍ଷାର ଅନ୍ତ ଘଟିଛି । କରୋନା ମହାମାରୀ ବିରୋଧରେ ଶେଷ ଲଢ଼େଇ ପାଇଁ ଅଣ୍ଟା ଭିଡିଛି ଭାରତ । ଆଜିଠୁ ସାରାଦେଶରେ କରୋନା ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ ହେଉଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱର…

ଭାରତରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ: ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ଏକଦା ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରାଯାଇଥିଲା, କିନ୍ତୁ ଆଜି ଭାରତ ହେଉଛି ସେହି ସ୍ଥାନ ଯେଉଁଠାରେ ଗଣତନ୍ତ୍ର ସବୁଠାରୁ ଶକ୍ତିଶାଳୀ ଏବଂ ଜୀବନ୍ତ । ସେ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଗରିବ…

କରୋନା ଟିକାକୁ ସବୁଜ ସଙ୍କେତ ପରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ - ଭାରତରେ କରୋନା ଟିକା ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍ ଟିକାକୁ ଜରୁରୀ ବ୍ୟବହାର ପାଇଁ ଭାରତୀୟ ଡ୍ରଗ୍ସ ନିୟାମକ ଡିସିଜିଆଇ ଚୂଡାନ୍ତ ଅନୁମତି ପ୍ରଦାନ କରିଛନ୍ତି । ଏଥିସହ ଦେଶରେ ଟିକାକରଣ ପାଇଁ ପଥ…