Browsing Tag

Narendra Modi

ମୋଦି, ଯୋଗୀଙ୍କ ଫଟୋ ବ୍ୟବହାର କରିବାରୁ ୟୁପି ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା

ଲକ୍ଷ୍ନୌ – ଏକ ମୋବାଇଲ୍ ଫୋନ ବ୍ରାଣ୍ଡ୍‌ର ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବ୍ୟବହାର କରିଥିବାରୁ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀଙ୍କ ଭାଇଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ୟୁପିର…

ଆଜି ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ - ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋ ଆଜି ଠାରୁ ରାଜଧାନୀ ଦିଲ୍ଲୀର ମ୍ୟାଜେଣ୍ଟା ଲାଇନରେ ଗଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଦେଶର ପ୍ରଥମ ଚାଳକ ବିହୀନ ମେଟ୍ରୋର ଉଦଘାଟନ କରିବେ । ଏହାଛଡା ବିମାନବନ୍ଦର ଏକ୍ସପ୍ରେସ ଢାଞ୍ଚାରେ…

ମୋଦିଙ୍କ ଆଜି ବର୍ଷର ଶେଷ ‘ମନ୍ କି ବାତ୍‌’, ଥାଳି ବାଡ଼େଇ ପ୍ରତିବାଦ କରିବେ ଚାଷୀ

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ମନକଥା କହିବେ । ଚଳିତବର୍ଷର ଏହା ମୋଦିଙ୍କ ଶେଷ ‘ମନ୍ କି ବାତ୍‌’ ହେବ । ଚାଷୀ ଆନ୍ଦୋଳନ ପରୀପ୍ରେକ୍ଷୀରେ ମୋଦି ‘ମନ୍ କି ବାତ୍‌’ରେ ପୁଣି କୃଷି ଆଇନକୁ ଗୁରୁତ୍ୱ ଦେଇପାରନ୍ତି । ମୋଦିଙ୍କ ଏହି ‘ମନ୍ କି ବାତ୍‌’ ସମୟରେ ଦିଲ୍ଲୀ…

ମୋହନ ଭାଗବତଙ୍କୁ ବି ଆତଙ୍କବାଦୀ ଆଖ୍ୟା ଦେବାକୁ କୁଣ୍ଠାବୋଧ କରିବେନି ମୋଦି: ରାହୁଲ

ନୂଆଦିଲ୍ଲୀ - ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ କଂଗ୍ରେସ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । କଂଗ୍ରେସର ଏହି ପ୍ରତିନିଧି ଦଳ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର…

ଚାଷୀ ଆନ୍ଦୋଳନ ମଧ୍ୟରେ ଅଚାନକ ଗୁରୁଦ୍ୱାରା ଯାଇ ପ୍ରାର୍ଥନା କଲେ ମୋଦି

ନୂଆଦିଲ୍ଲୀ - କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ହଠାତ୍ ଦିଲ୍ଳୀର ଅନ୍ୟତମ ପ୍ରସିଦ୍ଧ ଗୁରୁଦ୍ୱାରା ରକାବଗଞ୍ଜ ଯାଇଛନ୍ତି । ସେଠାରେ ମୋଦି ପ୍ରାର୍ଥନା କରିବା ସହ ଗୁରୁ ତେଗ୍ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।…

କରୋନା ଟିକା ପ୍ରସ୍ତୁତିର ସମୀକ୍ଷା: ଜାଇଡସ ବାୟୋଟେକ ପାର୍କର ବୈଜ୍ଞାନିକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ – ଭାରତରେ ଚାଲିଥିବା କରୋନା ଟିକାର ଆଜି ପ୍ରସ୍ତୁତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ କମ୍ପାନୀ ତରଫରୁ ଭାରତରେ ସମ୍ପ୍ରତି ତିଆରି ହେଉଥିବା କୋଭିଡ୍ ଟିକାର ଅଗ୍ରଗତି ତଦାରଖ ପାଇଁ ମୋଦି ପୁଣେ, ଅହମ୍ମଦାବାଦ ଓ ହାଇଦ୍ରାବାଦ ଯିବେ । ଏହି କ୍ରମରେ ମୋଦି…

PM Greets People on Diwali

New Delhi: The Prime Minister, Narendra Modi has greeted the people on the occasion of Diwali. Wishing everyone a Happy Diwali! May this festival further brightness and happiness. May everyone be prosperous and healthy", the Prime…