Browsing Tag

New COVID-19 Strain

ଭାରତ ପହଞ୍ଚିଲା ନୂଆ କରୋନା ଷ୍ଟ୍ରେନ୍‌, ୬ ଜଣ ବ୍ରିଟେନ ଫେରନ୍ତା ନୂଆ ଷ୍ଟ୍ରେନରେ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ପହଞ୍ଚିଛି କରୋନାର ନୂଆ ଷ୍ଟ୍ରେନ୍ । ବ୍ରିଟେନ ଫେରନ୍ତା ୬ ଜଣ ବ୍ୟକ୍ତି ଏହି ନୂଆ ଷ୍ଟ୍ରେନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଏହା ସ୍ପଷ୍ଟ କରାଯାଇଛି । ଆକ୍ରାନ୍ତ ମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ସହ ଯେଉଁମାନେ…

ରାଜ୍ୟରେ ଅଧିକାଂଶ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – ରାଜ୍ୟରେ ବ୍ରିଟେନ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଲଣ୍ଡନରୁ ଓଡିଶା ଫେରିଛନ୍ତି । ୧୧୯ ଜଣଙ୍କ ଠିକଣା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬୨ ଜଣଙ୍କର ଫୋନ ନମ୍ବର ଓ…

‘ଗୋ କରୋନା ଗୋ’ ପରେ ଅଠାୱଲେଙ୍କ ନୂଆ ସ୍ଲୋଗାନ୍ ‘ନୋ କରୋନା ନୋ’

ନୂଆଦିଲ୍ଲୀ - ‘ଗୋ କରୋନା ଗୋ’ ସ୍ଲୋଗାନ ପାଇଁ ଚର୍ଚ୍ଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କରୋନାର ନୂଆ ଷ୍ଟ୍ରେନ୍ ପାଇଁ ମଧ୍ୟ ଏକ ସ୍ଲୋଗାନ୍ ପ୍ରସ୍ତୁତ କରିଛନ୍ତି । ନୂଆ ଷ୍ଟ୍ରେନ୍ ପାଇଁ ସେ ‘ନୋ କରୋନା ନୋ’ ସ୍ଲୋଗାନ ଦେଇଛନ୍ତି । ଅଠାୱଲେ କହିଛନ୍ତି ଯେ, ସେ ପୂର୍ବରୁ ‘ଗୋ…

ରାଜଧାନୀରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିିଟିଭ, ଏବେ ସୁଦ୍ଧା ମୋଟ ୩ ବ୍ରିଟେନ ଫେରନ୍ତା ସଂକ୍ରମିତ

ଭୁବନେଶ୍ୱର- ରାଜଧାନୀରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୩ ଜଣ ବ୍ରିଟେନ ଫେରନ୍ତା ପଜିଟିଭ ହୋଇଛନ୍ତି । ୪ ବର୍ଷିଆ ବାପାର ଝିଅ ବି ପଜିଟିଭ ହୋଇଛନ୍ତି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ପରିବାରର ସମସ୍ତଙ୍କ ନମୂନା…

କୋରୋନାର ନୂଆ ଷ୍ଟ୍ରେନ ନେଇ ସତର୍କ ରହିବାକୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ବିନାନୁମତିରେ ହେଡକ୍ୱାର୍ଟର ଛାଡିବେ…

ଛତ୍ରପୁର- ବ୍ରିଟେନରେ କୋରୋନାର ଏକ ନୂଆ ଷ୍ଟ୍ରେନ୍ ନେଇ ସାରା ଭାରତରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ଏ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ…

ଭୁବନେଶ୍ୱର ଏୟାରପୋର୍ଟରେ ବିଦେଶ ଫେରନ୍ତା ଯାତ୍ରୀଙ୍କ ପାଇଁ ନୂଆ ଏସଓପି

ଭୁବନେଶ୍ୱର- ବ୍ରିଟେନରେ କୋରୋନା ଭାଇରସର ନୂଆ ଷ୍ଟ୍ରେନ୍ ମିଳିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ଏୟାରପୋର୍ଟରେ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ୫୫ ବର୍ଷରୁ ଅଧିକ ବୟସର ସମସ୍ତ ଯାତ୍ରୀଙ୍କ ଆଂଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ବିଦେଶ ଫେରନ୍ତା…