ରାଜଧାନୀରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିିଟିଭ, ଏବେ ସୁଦ୍ଧା ମୋଟ ୩ ବ୍ରିଟେନ ଫେରନ୍ତା ସଂକ୍ରମିତ

ଭୁବନେଶ୍ୱର- ରାଜଧାନୀରେ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୩ ଜଣ ବ୍ରିଟେନ ଫେରନ୍ତା ପଜିଟିଭ ହୋଇଛନ୍ତି । ୪ ବର୍ଷିଆ ବାପାର ଝିଅ ବି ପଜିଟିଭ ହୋଇଛନ୍ତି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ପରିବାରର ସମସ୍ତଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇ ପୁନେ ପଠାଯାଇଛି । ରିପୋର୍ଟ ଆସିଲା ପରେ ଭାଇରସରେ ବ୍ରିଟେନର ଷ୍ଟ୍ରେନ ଅଛି କି ନାହିଁ ଜଣାପଡିବ ବୋଲି ବିଏମସି କମିଶନର କହିଛନ୍ତି ।

Comments are closed.