Browsing Tag

Odisha Assembly

ରାଜ୍ୟ ବଜେଟ : ଯୋଜନା ଓ ସଂଯୋଜନା ବିଭାଗକୁ ୧ ହଜାର ୪୬୮ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୯୦୬ କୋଟି

ଭୁବନେଶ୍ୱର-ରାଜ୍ୟ ବଜେଟ ୨୦୨୧-୨୨ରେ ଯୋଜନା ଓ ସଂଯୋଜନ ବିଭାଗକୁ ୧ ହଜାର ୪୬୮ କୋଟି ବ୍ୟୟ ବରାଦ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୧୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩ ହଜାର ୯୦୬ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଛି । ସ୍ୱାଭିମାନ…

ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍

‌ଭୁବନେଶ୍ୱର- ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୧-୨୨ ବର୍ଷର ରାଜ୍ୟ ବଜେଟ୍ । ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ୧ ଦଶମିକ ୭୦ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ ମନ୍ତ୍ରୀ ପରିଷଦ ।

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’

ଭୁବନେଶ୍ୱର- ବିଧାନସଭା ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ ପ୍ରମୁଖ ଭାବେ ସ୍ଥାନ ପାଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟଜଲ ସମସ୍ୟା ଦବର ଉପରେ ଗୁରୁତ୍ୱ…

ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର- ରାଜ୍ୟପାଳଙ୍କ ଅଭିଭାଷଣ ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ନିଜ ଅଭିଭାଷଣରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସହିଦ ଯବାନ ଓ କୋରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କୋରୋନା ନିୟନ୍ତ୍ରଣରେ ରାଜ୍ୟର ଭୂମିକା ଦେଶରେ ପ୍ରଶଂସନୀୟ ବୋଲି ସେ ଅଭିଭାଷଣରେ…

ବିଧାନସଭା ଅଧିବେଶନ ପୂର୍ବରୁ ଆଜିଠାରୁ ତିନି ଦିନ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର- ବିଧାନସଭାର ବଜେଟ ଅଧିବେଶନ ପୂର୍ବରୁ ଆଜିଠାରୁ କୋରୋନା ଟେଷ୍ଟିଂ ଆରମ୍ଭ ହୋଇଛି । ଆଜିଠାରୁ ୧୭ ତାରିଖ ଯାଏଁ କୋଭିଡ ଟେଷ୍ଟ କରାଯିବ । ସକାଳ ସାଢେ ୮ରୁ ସଂଧ୍ୟା ୫ଟା ଯାଏଁ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ ଟେଷ୍ଟ କରାଯିବ । ଗଣମାଧ୍ୟମର…

ବିଧାନସଭା ବଜେଟ ଅଧିବେଶନ ନେଇ କୋରୋନା ଗାଇଡଲାଇନ ଜାରି

ଭୁବନେଶ୍ୱର- ବିଧାନସଭାର ଆସନ୍ତା ବଜେଟ ଅଧିବେଶନ ପାଇଁ ଜାରି ହୋଇଛି ଗାଇଡଲାଇନ । ସବୁ ବିଧାୟକଙ୍କ କୋରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହ ସେମାନଙ୍କ ପିଏସଓ ଓ ଡ୍ରାଇଭରଙ୍କ ବି କୋରୋନା ପରୀକ୍ଷା ହେବ । ଏହିମାସ ୧୫, ୧୬ ଓ ୧୭ ତାରିଖରେ ହେବ କୋରୋନା ପରୀକ୍ଷା । ଅଧିବେଶନ ପରେ ମଧ୍ୟ…

ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର- ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ୍ ଅଧିବେଶନ ଦୁଇଟି ର୍ଯ୍ୟାୟରେ ବସିବ । ବର୍ଷର ପ୍ରଥମ ଅଧିବେଶନରେ ରାଜ୍ୟାଳ ୧୮ ତାରିଖରେ ଗୃହକୁ ସମ୍ବୋଧନ କରିବେ । ଏହି ମାସ ୨୨ ତାରିଖରେ ଉପସ୍ଥାିତ ହେବ ରାଜ୍ୟ ବଜେଟ୍ । ବିଧାନସଭା ବଜେଟ୍…