Browsing Tag

Odisha Assembly

ବିଧାନସଭା ହେବ ପେପରଲେସ, ଅନଲାଇନ ହେବ ପ୍ରଶ୍ନୋତ୍ତେର

ଭୁବନେଶ୍ୱର- ବିଧାନସଭାକୁ ପେପରଲେସ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥର ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତୋର ବ୍ୟବସ୍ଥା କରାଯିବ । ଅନଲାଇନରେ ପ୍ରଶ୍ନ ପଚାରିବେ ସବୁ ବିଧାୟକ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନାଭା ଆପ୍ ଜରିଆରେ ଅନଲାଇନ୍…

ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ, ୩୦ ଦିନ ଆଗରୁ ସରିଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର- ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହ ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବୀ ରଖିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଣିଥିଲେ । ୩୦ ଦିନ ଆଗରୁ ବିଧାନସଭାର ଶୀତକାଳିନ ଅଧିବେଶନ ଶେଷ ହୋଇଛି ।…

ବିଧାନସଭାରେ ଇଡ୍‌କୋ ସଂଶୋଧନ ବିଲ୍ ଗୃହୀତ, ଏଣିକି ରାତିରେ କାରଖାନାରେ କାର୍ଯ୍ୟ କରିପାରିବେ ମହିଳା

ଭୁବନେଶ୍ୱର- ବିଧାନସଭାରେ ପାରିତ ହୋଇଛି ଇଡ୍‌କୋ ସଂଶୋଧନ ବିଲ୍ । ରାଜ୍ୟରେ ଏଣିକି ରାତିରେ ମହିଳାମାନେ କାରଖାନାରେ କାର୍ଯ୍ୟ କରିପାରିବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି । ବିଲ୍ ଗୃହୀତ ହେବା ଦ୍ୱାରା ଶିଳ୍ପାଂଚଳ ଭିତିଭୂମି ସହ ସାମାଜିକ ଭିତିଭୂମିର ବିକାଶ ହେବ । ରାସ୍ତା ବିଦ୍ୟୁତକରଣ,…

ସୁଶୀଳା ଦେବୀଙ୍କ ସମ୍ମାନରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବ ଆଗତ, ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବୀ

ଭୁବନେଶ୍ୱର- ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଗତ କରିଥିଲେ । ବରିଷ୍ଠ ସଦସ୍ୟଙ୍କ ଶୋକ ପରେ ସୁଶୀଳା ଦେବୀଙ୍କ ସମ୍ମାନରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖାଯାଇଛି ।

ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗ : ବିଜେଡି କହିଲା, ବନ୍ଦ ନୁହେଁ , ସ୍କୁଲର ମିଶ୍ରଣ କରାଯାଇଛି , ଚାଲି ନ ଜାଣି…

ଭୁବନେଶ୍ୱର- ରାଜ୍ୟରେ ସ୍କୁଲ ବନ୍ଦ କରାଯିବା ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି । ଏଥିରେ ଭାଗ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ସ୍କୁଲ ବନ୍ଦ କରାଯାଇନାହିଁ । ବରଂ ସ୍କୁଲର ମିଶ୍ରଣ କରାଯାଇଛି । କାହାକୁ ବି ଶିକ୍ଷାରୁ ବଂଚିତ କରିବା ପାଇଁ ସରକାର ଯୋଜନା…

୨୦୨୦-୨୧ ବର୍ଷ ପାଇଁ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ, ୧୧ ହଜାର ୨ ଶହ କୋଟି ଟଙ୍କାର ବ୍ୟୟବରାଦ, ମହାମାରୀକୁ…

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ଅତିରିକ୍ତ ବଜେଟରେ ୧୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । କୋରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତବର୍ଷ…

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ଶୋକ ପ୍ରସ୍ତାବ ଆଗତ ପରେ ଗୃହ ୩ଟା ଯାଏଁ ମୁଲତବୀ, ଉପସ୍ଥାପନ ହେବ ଅତିରିକ୍ତ…

ଭୁବନେଶ୍ୱର- ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ ଅନର ଦିଆଗଲା ପରେ ଆରମ୍ଭ ହୋଇଥିଲା ଅଧିବେଶନ । ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ବାଚସ୍ପତି ଶରତ କରଙ୍କ…