Browsing Tag

Odisha BJP

ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣା ପ୍ରସଙ୍ଗରେ ବିଜେଡିର ଜୋରଦାର ପ୍ରତିକ୍ରିୟା

ଭୁବନେଶ୍ୱର- ସମ୍ବଲପୁରରେ ବିଜେପି ନେତାଙ୍କ ଧାରଣ ଦେବା ପ୍ରସଙ୍ଗରେ ଜୋରଦାର ପ୍ରତିକ୍ରିୟା ରଖିଛି ବିଜେଡି । ଏ ପ୍ରସଙ୍ଗରେ ବିଜେପିକୁ କଡା ସମାଲୋଚନା କରିଛି ଦଳ । ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ଯାଉଛି । ମିଡିଲମ୍ୟାନ ବ୍ୟବସ୍ଥା ନାହିଁ । ବିଜେପି ମିଡିଲମ୍ୟାନଙ୍କ ପାଇଁ ଓକିଲାତି…