Browsing Tag

Odisha Cabinet Approves

ଇଲେକ୍ଟ୍ରୋନିକ ଶିଳ୍ପରେ ଅଗ୍ରଣୀ ରାଜ୍ୟ ହେବ ଓଡିଶା, ଇଲେକ୍ଟ୍ରୋନିକ ନୀତି ୨୦୨୧କୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର – ଓଡିଶା ଇଲେକ୍ଟ୍ରୋନିକ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ରାଜ୍ୟରେ ଇଲେକ୍ଟ୍ରୋନିକ ଶିଳ୍ପର ପ୍ରସାର ନିମନ୍ତେ ଏହି ନୀତିର ଉଦ୍ଦେଶ୍ୟ । ପ୍ରଥମ ୧୦ଟି ନୂଆ ନିବେଶ ଓ ସଂପ୍ରସାରଣକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା । ସହାୟତା ବାବଦରେ ବାର୍ଷିକ କାରବାରର ୧…

କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର- ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ଓ ଇସ୍ପାତ ଏବଂ ଖଣି ବିଭାଗ…

ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ନବୀନଙ୍କ ଭେଟି, ମିଶନ ଶକ୍ତିକୁ ଅଲଗା ବିଭାଗ ଭାବେ ମାନ୍ୟତା ପ୍ରସ୍ତାବକୁ…

ଭୁବନେଶ୍ୱର-ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ନବୀନଙ୍କ ଭେଟି । ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମିଶନ ଶକ୍ତିକୁ ଅଲଗା ବିଭାଗ ଭାବେ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

କ୍ୟାବିନେଟ ନିଷ୍ପତ୍ତି : ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ,ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନିର୍ମାଣ…

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ…

କ୍ୟାବିନେଟ ବୈଠକ : ୨୭ଟି ପ୍ରସ୍ତାବରେ ମୋହର, ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ମୋହର ବାଜିଛି । ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ବୟନ ଓ ହସ୍ତଶିଶଳ୍ପ ବିଭାଗରେ ଗ୍ରୁପ୍ –ଏ ଓ ବି କର୍ମଚାରୀ କାମ କରିପାରିବେ…