Browsing Tag

Odisha Government

ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍‌

ଭୁବନେଶ୍ୱର- ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଆଦର୍ଶ ବିଦ୍ୟାଳୟ-ଓଏଭିରେ ଏଣିକି କମର୍ସ ଷ୍ଟ୍ରିମ ଖୋଲିବ । ୨୦୨୧-୨୨ ଶିକ୍ଷାବର୍ଷରୁ ରାଜର ୩୦ଟି ଆଦର୍ଶ ବିଦ୍ୟାଳୟରେ କମର୍ସ ଷ୍ଟ୍ରିମ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପଦକ୍ଷେପ ଦ୍ୱାରା…

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ପାଇବେ ବୋନସ୍ , ଆର୍ଥିକ ସଶକ୍ତିକରଣ ଦିଗରେ ନବୀନଙ୍କ ଆଉ ଏକ ପଦକ୍ଷେପ

କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୭ କୋଟି ଟଙ୍କାର ବୋନସ୍ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ନେଇ ନିକଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ କେବଳ ବୋନସ୍ ପରିମାଣ ୫୯.୭୮ କୋଟି ଟଙ୍କା ରହିଛି । ସେହିପରି ମୃତ୍ୟୁ ଓ ଅକର୍ମଣ୍ୟ…

ବିକାଶର ନୂଆ ଫର୍ଦ ଯୋଡିଲା କଳାହାଣ୍ଡି

କଳାହାଣ୍ଡି: ଏକଦା ଅନୁନ୍ନତ ଆଉ ଅବିକଶିତ ଇଲାକାର ପରିଭାଷା ଥିଲା କଳାହାଣ୍ଡି । ଅଭାବ ଅନଟନ ଯେମିତି କଳାହାଣ୍ଡିର ସହଚର ଥିଲେ । କ୍ଷୁଧା ମୃତ୍ୟୁ , ଶିଶୁ ବିକ୍ରି ପାଇଁ ସାରା ବିଶ୍ବରେ ଆଲୋଡନ ସୃଷ୍ଟି କରିଥିଲା କଳାହାଣ୍ଡି । ହେଲେ ବର୍ତ୍ତମାନ ସେ ସମୟ ଆଉ ନାହିଁ । ସମୟ ସହ କଳାହାଣ୍ଡି…

କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ୨୦୮୫ କୋଟିର ବିକାଶର ଭେଟି, ଅପର ଇନ୍ଦ୍ରାବତୀ ପ୍ରକଳ୍ପ ଲୋକାର୍ପିତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାର ବିକାଶରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । କଳାହାଣ୍ଡି ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଛନ୍ତି ୨୦୮୫ କୋଟିର ଭେଟି । ମଙ୍ଗଳପୁରରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଛନ୍ତି…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ, ଭୁବନେଶ୍ୱରରେ ୯ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ଆସନ୍ତା ୧୬ରେ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବି ସେହିଦିନ ଆରମ୍ଭ ହେବ ଟିକାକରଣ । ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚିସାରିଛି । କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍ ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କାହାକୁ କେଉଁ…