Browsing Tag

Odisha School and Mass Education Department

ବିଦ୍ୟାଳୟ ଖୋଲିବା ନିମନ୍ତେ ମାର୍ଗଦର୍ଶୀକା

୨୧ରୁ ଏକାଦଶ ଓ ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆକ୍ରୁଷ୍ଟ କରିବାକୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଥଣ୍ଡା କାଶରେ ପୀଡିତଙ୍କୁ ସ୍କୁଲ ମନା ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶମତେ , ରାଜ୍ୟରେ ଥିବା ସମସ୍ତ ସରକାରୀ , ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ…

ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ ପାଠପଢା ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର – ଏକାଦଶ ଶ୍ରେଣୀ ଖୋଲିବା ନେଇ ଜାରି ହୋଇଛି ଗାଇଡଲାଇନ୍ । ଏ ନେଇ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଆସନ୍ତା ୨୧ରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଏ ନେଇ ସବୁ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ।…

ବିନା ପରୀକ୍ଷାରେ ମ୍ୟାଟ୍ରିକ ଫଳ ପ୍ରକାଶ, ପାସ ହାର ୯୭ ଦଶମିକ ୮୯ ପ୍ରତିଶତ

ଭୁବନେଶ୍ୱର- ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଛି । ଏକ ବିଶେଷ ମୂଲ୍ୟାୟନ ପଦ୍ଧତି ଦ୍ୱାରା ରେଜଲ୍ଟ ଆସିଛି । ପାସ୍ ହାର ରହିଛି ୯୭ ଦଶମିକ ୮୯ ପ୍ରତିଶତ । ମୋଟ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦…

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର – ଆଜି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ଆସନ୍ତାକାଲି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର - ଆସନ୍ତାକାଲି ପ୍ରକାଶ ପାଇବ ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସଂଧ୍ୟା ୬ଟାରୁ ୨ଟି ୱେବସାଇଟ- bseodisha.ac.in , bseodisha.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଏସଏମଏସ ମାଧ୍ୟମରେ ବି ପରୀକ୍ଷାଫଳ…

ଏ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ

ଭୁବନେଶ୍ୱର- ଏ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରାଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କିନ୍ତୁ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢାଯାଉଛି । ଅନଲାଇନ…

ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ

ଭୁବନେଶ୍ୱର- ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ଘୋଷଣା କରିଛନ୍ତି । କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ବୋର୍ଡ ପରୀକ୍ଷା ସ୍ଥଗିତ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ।…