Browsing Tag

Odisha

ରାଜ୍ୟରେ ସାଢେ ୪ କୋଟି ଡୋଜ୍ ଟିକାକରଣ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରାଜ୍ୟରେ କୋଭିଡ ଟିକାକରଣରେ ସାଢେ ୪ କୋଟି ଡୋଜ୍ ଦିଆସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ, ନିଷ୍ଠା…

କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର…

ଓମିକ୍ରନ ନେଇ ଭୟ କରିବା ଆବଶ୍ୟକ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓମିକ୍ରନକୁ ନେଇ ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରୁ ୨୪୬ ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଲଷ୍ଟରର ପଜିଟିଭ ନମୁନା । କୌଣସି ବିଦେଶ ଫେରନ୍ତା…

ଗତମାସ ୨୪ ପରେ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ପଜିଟିଭଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ଆଇଏସଏଲ ଆସିଛି

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟକୁ ନଭେମ୍ବର ୨୪ ପରେ ଆକ୍ରାନ୍ତ ଦେଶରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ପଜିଟିଭ ହୋଇଥିବା ସମସ୍ତ ୨୪୬ ଜଣଙ୍କ ନମୁନା ଜିନମ…

ବାତ୍ୟା ପ୍ରଭାବ : ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୮ ମିମି ବର୍ଷା

ଭୁବନେଶ୍ୱର- ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁରଠାରୁ ୧୩୦ କିମି, ପୁରୀରୁ ୧୮୦, ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି । ଏ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସୁଦ୍ଧା ଜୱାଦ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ…