Browsing Tag

Odisha

ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢିଲେ ପୁଣି ହୋଇପାରେ ଲକଡାଉନ୍ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟୁଛି । କିନ୍ତୁ ଆଗାମୀ ଦିନରେ ଯଦି ଏହି ସଂଖ୍ୟା ବଢିବ, ତାହା ହେଲେ ଲକଡାଉନକୁ ଏଡାଇ ଦେଇ ହେବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ…

ନୀତି ଆୟୋଗ ବୈଠକ : ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ନବୀନ

ନୂଆଦିଲ୍ଲୀ - ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପାଇଁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କରିଛନ୍ତି । ଏହାଛଡା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦାବି ପୁଣି ଦୋହରାଇଛନ୍ତି ନବୀନ । ଅବହେଳିତ ଅଂଚଳ ଓ ଅନଗ୍ରସର ସଂପ୍ରଦାୟ ପାଇଁ ବି…

କୋଟିଆ ମାମଲା : ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି । କୋଟିଆ ନେଇ ଆନ୍ଧ୍ର ଦେଇଥିବା ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଓଡିଶା ପକ୍ଷର ଓକିଲ ଶିବ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । କୋଟିଆ ପ୍ରସଙ୍ଗରେ ଆନ୍ଧ୍ର…

ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ

ଭୁବନେଶ୍ୱର - ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ ଆରମ୍ଭ ହୋଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ୨୮ ଦିନ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିଲେ, ସେମାନଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ଡୋଜ୍ ଟିକାକରଣ । ଏଣେ ପ୍ରଥମ…

ରାଜ୍ୟରେ କଂଗ୍ରେସର ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ

ଭୁବନେଶ୍ୱର- ଇନ୍ଧନ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ୬ ଘଂଟିଆ ବନ୍ଦ ଡାକରାର ମିଶ୍ର ପ୍ରଭାବ ଅନୁଭୂତ ହୋଇଛି । ବନ୍ଦ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଦୋକାନ ବଜାର ଖୋଲିନାହିଁ । ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଛନ୍ତି । ରେଳ…