Browsing Tag

Pradeep Jena

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ : ରାତି ୯ରୁ ସହରାଂଚଳରେ ଲାଗିବ ନାଇଟ କର୍ଫ୍ୟୁ, ଅଫଲାଇନ ପଢା ବନ୍ଦ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ତୃତୀୟ ଲହର ମୁକବିଲା ପାଇଁ କିଛି ପଦକ୍ଷେପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଜାରି କରିଛନ୍ତି ଗାଇଡଲାଇନ୍ । ଏଣିକି ରାଜ୍ୟର ସହରାଂଚଳରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ, ଯାହା କି ସକାଳ ୫ଟା ଯାଏଁ ବଳବତ୍ତର ରହିବ । ଆଜି ପ୍ରେସମିଟରେ ଏହି…

ଅଗଷ୍ଟ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି : ମଲ୍‌, ପାର୍କ ଖୋଲିବ, ୫୦ ପ୍ରତିଶତ କ୍ଷମତାରେ ଖୋଲିବ ସିନେମା ହଲ୍

ଭୁବନେଶ୍ୱର- ଅଗଷ୍ଟ ମାସ ପାଇଁ କୋରୋନା ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ୍ ସଂପର୍କରେ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଭୁବନେଶ୍ୱର, କଟକ ଓ ପୁରୀ ସହରରେ କେବଳ ସପ୍ତାହାନ୍ତ ସଟଡାଉନ୍…

ବୁଢାବଳଙ୍ଗ,ବୈତରଣୀରେ ବନ୍ୟା ସ୍ଥିତି ନାହିଁ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବହୁ ଗାଁ ଜଳମଗ୍ନ : ଏସଆରସି

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ନାହିଁ । ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଧୀରେ ଧୀରେ…