Browsing Tag

Puri Jagannath Temple

କାଲିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀ ସହରବାସୀ

ପୁରୀ –ଶ୍ରୀମନ୍ଦିରରେ କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ଲୋକେ ତିନି ଦିଅଁଙ୍କୁ ଦର୍ଶନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତ ୨୩ ତାରିଖରେ ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର । ପ୍ରଥମ ତିନି ଦିନ କେବଳ ସେବାୟତଙ୍କ ପରିବାର ଦର୍ଶନ ପାଇଁ…

୯ ମାସ ପରେ ଖୋଲିଲା ଶ୍ରୀମନ୍ଦିର, ପ୍ରଥମ ତିନି ଦିନ କେବଳ ସେବାୟତଙ୍କ ପରିବାର କରିବେ ଦର୍ଶନ

ପୁରୀ - ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର । ଆଜିଠାରୁ ୨୫ ତାରିଖ ଯାଏଁ ସେବାୟତଙ୍କ ପରିବାର ହିଁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ସହରର ଲୋକ ଦିଅଁ ଦର୍ଶନ କରିବେ ।…

ପ୍ରତୀକ୍ଷାର ହେବ ଅନ୍ତ, କାଲିଠାରୁ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ତିନି ଦିନ ସେବାୟତ ଓ ପରିବାର କରିବେ ଦିଅଁ ଦର୍ଶନ

ପୁରୀ- ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାଲିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ତିନି ଦିଅଁକୁ ଦର୍ଶନ କରିବେ ଭକ୍ତ । ପ୍ରଥମ ତିନି ଦିନ ଅର୍ଥାତ ଡିସେମ୍ବର ୨୩ ତାରିଖରୁ ୨୫ ତାରିଖ ଯାଏଁ କେବଳ ସେବାୟତ ଓ ତାଙ୍କ ପରିବାର ମନ୍ଦିର ଭିତରେ ଦିଅଁ ଦର୍ଶନ କରିପାରିବେ । ଦର୍ଶନ ନେଇ…

ଦିନକ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ, ଏସଓପି ପ୍ରସ୍ତୁତି ନେଇ ବୈଠକ ଆରମ୍ଭ

ପୁରୀ - ଆଉ ଦିନକ ପରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବ୍ୟବସ୍ଥା ନେଇ ଏସଓପି ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏ ନେଇ ଚାଲିଛି ବୈଠକ । ସମସ୍ତ ଅଧକାରୀଙ୍କୁ ଏସଓପି ବିଷୟରେ ଜିଲ୍ଲାପାଳ ବଲୱନ୍ତ ସିଂହ । ବୈଠକରେ ଶ୍ରୀମନ୍ଦିର…

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନମୂଳକ କାର୍ଯ୍ୟର ବି…

ପୁରୀ- ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ପୁରୀ ଯାଇ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ୫-ଟି ସଚିବ ଦର୍ଶନ ବ୍ୟବସ୍ଥାର ସମୀକ୍ଷା ସହ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ୫-ଟି…

ଆସନ୍ତା ୨୩ରୁ ଶ୍ରୀମନ୍ଦିର ସମେତ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା

ପୁରୀ – ଡିସେମ୍ବର ୨୩ରୁ ଖୋଲିବ ପୁରୀର ସବୁ ଧର୍ମାନୁଷ୍ଠାନ । ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ । ଏ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ପାଳନ କରାଯାଇ ସବୁ ଧର୍ମାନୁଷ୍ଠାନ ଖୋଲିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଶ୍ରୀମନ୍ଦିର…

ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ସପ୍ତାହରେ କେବଳ ପୁରୀର ଲୋକଙ୍କୁ ଦର୍ଶନ ପାଇଁ ଅନୁମତି

ପୁରୀ –ଭକ୍ତଙ୍କ ପାଇଁ ପୁଣି ଖୋଲିବ ଶ୍ରୀମନ୍ଦିର । କୋରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିଥିବା ଶ୍ରମନ୍ଦିର ଏହି ମାସ ୨୦ରୁ ୨୫ ତାରିଖ ମଧ୍ୟରେ ଖୋଲିବ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ପ୍ରଥମ ସପ୍ତାହରେ ପ୍ରତିଦିନ ୫ ହଜାର…

ଆଜି ହୋଇପାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନିଷ୍ପତି

ଭୁବନେଶ୍ୱର- ପୁରୀ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତି । ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକାଯାଇଥିବା ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଡିସେମ୍ବର ୨୧ ତାରିଖରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର ।…

ଅନଲାଇନରେ ପୁଣି ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ - ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ । ପିନରେଷ୍ଟ ନାମକ ସଂସ୍ଥା ପକ୍ଷରୁ ମହାପ୍ରସାଦ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ଅନଲାଇନରେ ମହାପ୍ରସାଦ ବିକ୍ରି ହେଉଥିବା ଖବର ନେଇ ସେବାୟତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାକୁ ସେମାନେ ନିନ୍ଦା…