Browsing Tag

Sambalpur

ପୁରୀ ଓ ଲିଙ୍ଗରାଜ ଢାଞ୍ଚାରେ ସମଲେଶ୍ବରୀ ମନ୍ଦିରର ହେବ ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ

ସମ୍ବଲପୁର- ସମ୍ବଲପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ । ଦୁଇ ସଚିବ ମାଆ ସମଲେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଏହାସହ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ମୁଖ୍ୟମନ୍ତ୍ରୀ ନବୀନ…