Browsing Tag

Sourav Ganguly

କୋହଲିଙ୍କ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ଉପରେ ଆସିଲା ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ପ୍ରତିକ୍ରିୟା,…

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରି ବିରାଟ କୋହଲି ସମସ୍ତଙ୍କୁ ଚକିତ କରିଛନ୍ତି ‌। ବିସିସିଆଇ ସହ ବିବାଦ ଓ ଦକ୍ଷିଣ ଆଫ୍ରିକା ଠାରୁ ସିରିଜ୍ ହାରିବା ପରେ ଶନିବାର ଟ୍ବିଟରରେ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ କୋହଲି ଘୋଷଣା କରିଥିଲେ । କୋହଲିଙ୍କ ଏହି ନିଷ୍ପତ୍ତି ପରେ…

ସୌରଭ ଗାଙ୍ଗୁଲି ହେଲେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍

ଦୁବାଇ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଉ ଏକ ବଡ଼ ଦାୟିତ୍ୱ ଦିଆଯାଇଛି | ଏବେ ସେ ଆଇସିସି କ୍ରିକେଟ୍ କମିଟିର ନୂଆ ଚେୟାରମ୍ୟାନ୍ ହୋଇଛନ୍ତି। ବୁଧବାର ଆଇସିସି ଗଭର୍ଣ୍ଣିଂ ବୋର୍ଡ ଏହା ସ୍ପଷ୍ଟ କରିଛି। ଅନିଲ କୁମ୍ବଲେଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲି ଏହି ଦାୟିତ୍ବ ଗ୍ରହଣ କରିବେ।…

ଏବେ ସୌରଭ ଗାଙ୍ଗୁଲିଙ୍କ ଉପରେ ହେବ ବାୟୋପିକ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ଗାଙ୍ଗୁଲି ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଗାଙ୍ଗୁଲି ଏକ ଟୁଇଟ୍ ମାଧ୍ୟମରେ କହିଛନ୍ତି ଯେ ତାଙ୍କ କ୍ୟାରିୟରରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଏହି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗାଙ୍ଗୁଲି

କୋଲକାତା – ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ଆପୋଲୋ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେ ଏବେ ପୂରା ଠିକ୍ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ରାଣା ଦାସଗୁପ୍ତା କହିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗାଙ୍ଗୁଲି ଜାନୁୟାରୀ ୨୭ରେ ଆପୋଲୋ…

ଗାଙ୍ଗୁଲିଙ୍କ ପୁଣି ହେଲା ଆଞ୍ଜିଓପ୍ଲାଷ୍ଟି

କୋଲକାତା - ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପୁଣି ଆଞ୍ଜିଓପ୍ଲାଷ୍ଟି ହୋଇଛି । ଗୁରୁବାର ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ତାଙ୍କର ଆଉ ଏକ ଆଞ୍ଜିଓପ୍ଳାଷ୍ଟି କରାଯାଇଛି । ଏହି ୪୮ ବର୍ଷୀୟ କ୍ରିକେଟ୍ କିମ୍ବଦନ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ହସ୍ପିଟାଲ ତରଫରୁ କୁହାଯାଇଛି ।…

ହସ୍ପିଟାଲ୍ ରୁ ଡିସ୍‌ଚାର୍ଜ ହେଲେ ସୌରଭ ଗାଙ୍ଗୁଲି

କୋଲକାତା – ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି । ଗତ ଶନିବାର ହୃଦଘାତର ଶିକାର ହେବା ପରେ ଗାଙ୍ଗୁୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।…

ସିପିଏମ୍ ନେତାଙ୍କ ବୟାନଙ୍କୁ ନେଇ ଝଡ଼: ରାଜନୀତିରେ ଯୋଗଦେବାକୁ ଗାଙ୍ଗୁଲିଙ୍କ ଉପରେ ଚାପ ପକାଯାଉଛି

କୋଲକାତା - ଦୁଇଦିନ ତଳେ ହୃଦଘାତର ଶିକାର ହୋଇ ସମ୍ପ୍ରତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ପଶ୍ଚିମବଙ୍ଗର ବରିଷ୍ଠ ସିପିଆଇ(ଏମ୍‌) ନେତା ଅଶୋକ ଭଟ୍ଟାଚାର୍ଯ୍ୟଙ୍କ ବୟାନ ରାଜନୌତିକ ମହଲରେ ଝଡ଼ ସୃଷ୍ଟି ହୋଇଛି ।…