Browsing Tag

SRC

ବିଶ୍ବ ମହାମାରୀକୁ ଟକ୍କର ଦେଉଛି ଟିମ୍ ଓଡିଶା

ଯୁଦ୍ଧରେ ଜୟ ପରାଜୟ କେବଳ ଜଣଙ୍କ ଶକ୍ତି ଉପରେ ନିର୍ଭରଶୀଳ ନଥାଏ। ବିଜୟ ପାଇଁ ଦରକାର ସଂଘବଦ୍ଧ ଓ ଏକତ୍ରିତ ଲଢ଼େଇ, ସୁଚିନ୍ତିତ ରଣନୀତି, ଉତ୍ତମ ସମନ୍ବୟ ଓ ଦକ୍ଷ ନେତୃତ୍ବ। କରୋନା ମହାମାରୀ ବିରୋଧରେ ଏଯାବତ ଓଡ଼ିଶାର ଲଢ଼େଇରେ ଆମ ରାଜ୍ୟର ବାଜିମାତ୍ ପଛରେ ରହିଛି ଏସବୁ ସାମୂହିକ କାରଣ।…

ବୁଢାବଳଙ୍ଗ,ବୈତରଣୀରେ ବନ୍ୟା ସ୍ଥିତି ନାହିଁ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବହୁ ଗାଁ ଜଳମଗ୍ନ : ଏସଆରସି

ଭୁବନେଶ୍ୱର- ବାତ୍ୟା ପରବର୍ତ୍ତୀ ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ନାହିଁ । ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଧୀରେ ଧୀରେ…

ଗତିପଥ ବଦଳାଇଲା ୟାଶ୍ : ଏସଆରସି କହିଲେ, ବାଲେଶ୍ୱର ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ

ଭୁବନେଶ୍ୱର- ବାତ୍ୟା ୟାଶ୍ ବାଲେଶ୍ୱର ଜିଲ୍ଲା ସମେତ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅଧିକ ବିପଦ ସାଜିବ । ଏସଆରସି ପ୍ରଦୀପ ଜେନା ଏହି ସଦ୍ୟତମ ସୂଚନା ଦେଇଛନ୍ତି । ବାତ୍ୟା ଗତିପଥ ବଦଳାଇଛି । ଧାମରାରୁ ଭିତରକନିକା ମଧ୍ୟରେ ବାତ୍ୟା ୟାଶ୍ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ମୁକାବିଲା…

ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି , ବିଭିନ୍ନ ବିଭାଗର ସଚିବଙ୍କ ସହ ଏସଆରସିଙ୍କ…

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଇଏମଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ…