Browsing Tag

Sudhanshu Sarangi

କୋଭିଡ ଟିକା ନେଲେ ପୋଲିସ ଡିଜି ଓ ପୋଲିସ କମିଶନର

ଭୁବନେଶ୍ୱର – ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପୋଲିସ ଡିଜି ଅଭୟ କୋରୋନା ଟିକା ନେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିୟମରେ ଟିକା ନେଇଛନ୍ତି ପୋଲିସ ଡିଜି । ଟିକା ସୁରକ୍ଷିତ ବୋଲି ପୋଲିସ ଡିଜି କହିଛନ୍ତି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ମଧ୍ୟ ଟିକା ନେଇଛନ୍ତି ।…

ସାଇବର ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଜାରି କଲା ହେଲପଲାଇନ ନମ୍ବର

ଭୁବନେଶ୍ୱର- ସାଇବର ଅପରାଧ ରୋକିବାକୁ ଜାରି ହୋଇଛି ହେଲପଲାଇନ ନମ୍ବର । ଏହି ନମ୍ବର ହେଲା- ୭୪୪୦୦୦୬୭୦୯ । ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଂଟ ଖୋଲିଲେ ବ୍ଲକ୍ କରିଦିଆଯିବ । ଠକେଇ ଟଙ୍କା କୁଆଡେ ଯାଉଛି ଓ କୋଉ ଆକାଉଂଟକୁୁ ଯାଉଛି , ତାହା ଧରିବୁ ବୋଲି କମିଶନରେଟ ପୋଲିସ କହିଛି । ଠକେଇ…

କଟକ ନୟାସଡକ ଆଇଆଇଏଫଏଲରୁ ଡକାୟତି ଘଟଣାରେ ପୋଲିସ କମିଶନରଙ୍କ ଖୁଲାସା : ସଂସ୍ଥାର ୨ କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍

ଭୁବନେଶ୍ୱର- କଟକ ନୟାସଡକ ସ୍ଥିତ ଏକ ଅର୍ଥ ଲଗାଣକାରୀ ସଂସ୍ଥା-ଆଇଆଇଏଫଏଲରୁ ଗତ ୧୯ ତାରିଖରେ ହୋଇଥିବା ଲୁଟ୍ ଘଟଣାରରେ ସେହି ସଂସ୍ଥାର କର୍ମଚାରୀ ହିଁ ମାଷ୍ଟରମାଇଣ୍ଡ୍ । ସେମାନେ ହେଲେ ଲାଲା ଅମୃତ ରାୟ ଓ ବାପୁ ରଂଜନ ବେହେରା । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ପ୍ରେସମିଟରେ ଏହି ଖୁଲାସା…