Browsing Tag

supreme court

କେନ୍ଦ୍ର ସରକାରଙ୍କୁ ଝଟକା, କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କୁ ବଡ୍ ଝଟକା ଲାଗିଛି । କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ତିନିଟି ଯାକ କୃଷି ଆଇନ ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କୃଷି ଆଇନ କା ର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି…

କୃଷି ଆଇନ ଉପରେ ରୋକ୍ ଲଗାଇବାକୁ ସଙ୍କେତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ - କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନର ସମାଧାନ କରିବାରେ ବିଫଳତା ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ଏହି ଆଇନକୁ କେନ୍ଦ୍ର ଯଦି ସ୍ଥଗିତ କରିପାରୁନି,…

କୃଷି ଆଇନର ବୈଧତା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ - କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ନେଇ ଦାୟର ହୋଇଥିବା ଏକାଧିକ ପିଟିସନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବ ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ କିଛି ଦିନ ପାଇଁ ଆଇନକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ। ଏହାଛଡା ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ…

ଫରେଷ୍ଟ ରେଞ୍ଜରଙ୍କୁ ଅସ୍ତ୍ର, ବୁଲେଟ୍ ପ୍ରୁଫ୍ ଜାକେଟ୍ ଯୋଗାଇବା ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱାରୋପ

ନୂଆଦିଲ୍ଲୀ - ସଶସ୍ତ୍ର ବନ୍ୟଜନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଦ୍ୱାରା ଫରେଷ୍ଟ ରେଞ୍ଜରଙ୍କ ଉପରେ ହେଉଥିବା ଆକ୍ରମଣ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ପରେଷ୍ଟ ରେଞ୍ଜରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେମାନଙ୍କୁ ଅସ୍ତ୍ର, ବୁଲେଟ୍ ପ୍ରୁଫ୍ ଜାକେଟ୍ ଓ ହେଲମେଟ୍ ଯୋଗାଇବା…

‘ତବଲିଗୀ ଜମାତ୍ ଭଳି ସ୍ଥିତି ନ ହେଉ’ – କରୋନା ସଂକ୍ରମଣ ମଧ୍ୟରେ ଚାଷୀ ଆନ୍ଦୋଳନ ନେଇ ଚିନ୍ତା ପ୍ରକଟ କଲେ…

ନୂଆଦିଲ୍ଲୀ - କରୋନା ସଂକ୍ରମଣ ବିପଦ ମଧ୍ୟରେ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନରେ ସାମିଲ ହଜାର ହଜାର ଚାଷୀଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଏତେ ବିଶାଳ ଚାଷୀ ସମାବେଶକୁ ନେଇ ସରକାର ମାର୍ଗ ଦର୍ଶିକା ଜାରି କରିବା ଉଚିତ । ଗତବର୍ଷ…

ଇଭିଏମ୍ ବ୍ୟବହାର ବନ୍ଦ କରିବାକୁ ନେଇ ଆଦେବନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ - ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍‌)ର ବ୍ୟବହାର ବନ୍ଦ କରିବା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଭବିଷ୍ୟତରେ ସବୁ ନିର୍ବାଚନ ଇଭିଏମ୍ ପରିବର୍ତ୍ତେ ବାଲଟ ପେପର ଜରିଆରେ କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏହି…

ଲଭ୍ ଜିହାଦ ଆଇନର ବୈଧତା ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ, ଦୁଇ ରାଜ୍ୟକୁ ନୋଟିସ୍

ନୂଆଦିଲ୍ଲୀ - ବିବାହ ଆଳରେ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଣାଯାଇଥିବା ବିବାଦୀୟ ‘ଲଭ୍ ଜିହାଦ୍‌’ ଆଇନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ହେଲେ ଏହି ଆଇନର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜି…

ନୂଆ ସଂସଦ ଭବନ ନିର୍ମାଣର ପଥ ପରିଷ୍କାର, କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ - କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପକୁ ଆଜି ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ୨:୧ ରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଡିଡିଏ ଦ୍ୱାରା ଜମିର ବ୍ୟବହାରକୁ ପରିବର୍ତ୍ତନ କରିବା ଠିକ୍। ପରିବେଶ ମଞ୍ଜୁରୀ ପାଇବା…