Browsing Tag

Tokyo Olympics

ଟୋକିଓରେ ପଦକ ଜିତିଲେ ଓଡିଶା କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍ୱର୍ଣ୍ଣ…

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଥା ହୋଇଥଲେ ଓ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି…

ଆନ୍ତଃ ରାଜ୍ୟ ସିନିଅର ଆଥଲେଟିକ୍ସର ୧୦୦ମିଟରରେ ଦୂତି ଚାନ୍ଦ ଚତୁର୍ଥ, ବିଶ୍ୱ ମାନ୍ୟତା ଭିତ୍ତିରେ ଟୋକିଓ ଅଲିମ୍ପିକ୍ସକୁ…

ପଟିଆଲା : ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରୁ ବଂଚିତ ହୋଇଛନ୍ତି ଧାବିକା ଦୂତି ଚାନ୍ଦ । ଜାତୀୟ ସିନିଅର ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର ଫାଇନାଲରେ ଜାତୀୟ ରେକର୍ଡଧାରିଣୀ ଦୂତି ଚାନ୍ଦ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦୂତି ଚାନ୍ଦ ୧୧ ଦଶମିକ…

ରିଲିଜ୍ ହେଲା ଭାରତର ଅଫିସିଆଲ ଅଲିମ୍ପିକ୍ ସଂଗୀତ ‘ତୁ ଠାନ୍ ଲେ..’

ନୂଆଦିଲ୍ଲୀ: ଆଉ ମାସକ ପରେ ଆରମ୍ଭ ହୋଇଯିବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ଅଫିସିଆଲ୍ ଅଲିମ୍ପିକ୍ ସଂଗୀତ ରିଲିଜ୍ ହୋଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ‘ତୁ ଠାନ୍ ଲେ..’ ଶୀର୍ଷକ ଏହି ଅଫିସିଆଲ ଅଲିମ୍ପିକ୍…

ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର- ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତୀୟ ମହିଳା ଅଲିମ୍ପିକ୍‌ସ ହକି ଦଳର ଏକମାତ୍ର ଓଡିଆ ସଦସ୍ୟ ଦୀପଗ୍ରେସ ଏକ୍କାଙ୍କୁ ଉପଅଧିନାୟକ କରାଯାଇଛି । ସେହିପରି ବୀରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ପୁରୁଷ…

ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ…

୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତିଚାନ୍ଦ ଅଳ୍ପକେ ଟୋକିଓ ଟିକେଟରୁ ବଂଚିତ

ପଟିଆଲା – ମହିଳା ୧୦୦ ମିଟର ଦୌଡରେ ନିଜର ହିଁ ଜାତୀୟ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ପଟିଆଲାଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟର ୧୦୦ ମିଟର ଦୌଡରେ ଦୂତିଚାନ୍ଦ ନିଜର ହିଁ ଜାତୀୟ…