Browsing Tag

Twitter

କେନ୍ଦ୍ରର ଚାପ ପରେ ସନ୍ଦିଗ୍ଧ ଆକାଉଣ୍ଟ୍ ବ୍ଲକ କଲା ଟ୍ୱିଟର

ନୂଆଦିଲ୍ଲୀ – କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ ଧମକ ପରେ ଟ୍ୱିଟର ଚାଷୀ ଆନ୍ଦୋଳନ ସହ ଜଡିତ କିଛି ସନ୍ଦିଗ୍ଧ ଆକାଉଣ୍ଟକୁ ବ୍ଲକ୍ କରିଛି । ଚାଷୀ ଆନ୍ଦୋଳନ ନେଇ ବିଭ୍ରାନ୍ତିକର ସୂଚନା ଓ ଗୁଜବ ପ୍ରଚାର କରୁଥିବା ଦର୍ଶାଇ ସରକାର ୧୧୭୮ ଆକାଉଣ୍ଟକୁ ବନ୍ଦ କରିବା ଲାଗି ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ…

ଟ୍ୱିଟରକୁ କେନ୍ଦ୍ର ସରକାରଙ୍କ ନୋଟିସ୍‌, ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବ୍ଲକ୍ ନ କଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ସହ ଜଡିତ ଆକାଉଣ୍ଟ୍ ବନ୍ଦ କରିବାକୁ ଟ୍ୱିଟରକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଳନ ନ କରାଗଲେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟରକୁ ସରକାରଙ୍କ ତରଫରୁ ଜାରି ନୋଟିସରେ କୁହାଯାଇଛି । କିଛି ଦିନ ତଳେ ଚାଷୀ…

କରୋନା ଟିକା ନେଇ ବିଭ୍ରାନ୍ତିକର ତଥ୍ୟ ହଟାଇବ ଟ୍ୱିଟର

ୱାଶିଂଟନ - ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଘୋଷଣା କରିଛି ଯେ, କୋଭିଡ୍‌-୧୯ ଟିକା ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଏହାର ପ୍ଲାଟଫର୍ମରୁ ହଟାଯିବ । ଆସନ୍ତା ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଟ୍ୱିଟର ତରଫରୁ କୁହାଯାଇଛି । ଟ୍ୱିଟରରେ ଗତ କିଛି ମାସ ଧରି କରୋନା ଭାଇରସ ଓ ଏହି…

ବିଡେନଙ୍କୁ @POTUS ଓ @LOTUS ଆକାଉଣ୍ଟ୍ ହସ୍ତାନ୍ତର କରିବ ଟ୍ୱିଟର

ୱାଶିଂଟନ - ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବିଡେନଙ୍କ ଠାରୁ ହାରିଥିଲେ ବି ଡୋନାଲ୍ଟ ଟ୍ରମ୍ପ୍ ଏ ଯାଏଁ ପରାଜୟ ସ୍ୱୀକାର କରିନାହାନ୍ତି । ତେବେ ସେ ପରାଜୟ ସ୍ୱୀକାର କରନ୍ତୁ ଅବା ନ କରନ୍ତୁ, ଜାନୁୟାରୀରେ କିନ୍ତୁ ବିଡେନଙ୍କୁ @POTUS ଓ @LOTUS ଆକାଉଣ୍ଟ୍…

ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ ଟ୍ୱିଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ - ଦେଶର ଭୁଲ୍ ମାନଚିତ୍ର ଦେଖାଇବା ନେଇ ଟ୍ୱିଟରକୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ଟ୍ୱିଟରକୁ ଚେତାବନୀ ଦେଇ ସରକାର କହିଛନ୍ତି ଯେ, ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଅବମାନନା କରିବା ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ । ଏ ନେଇ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ସଚିବ…

ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଂଟ୍ ହ୍ୟାକ୍ ହୋଇଛି । ଏହି ଆଂକାଉଟ୍ ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ସହ ଲିଙ୍କ୍ ହୋଇଥିଲା । ଏହି ଆକାଉଂଟରେ ତାଙ୍କର ୨୫ ଲ କ୍ଷରୁ ଅଧିକ ଫୋଲୋଅର୍ସ ଅଛନ୍ତି । ହ୍ୟାକ୍ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ ।…