Browsing Tag

Virat Kohli

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ଚତୁର୍ଥ ସ୍ଥାନକୁ ଉନ୍ନୀତ, ଶୀର୍ଷକୁ ଫେରିଲେ ସ୍ମିଥ୍‌

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । କୋହଲି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନକୁ…

ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ - ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ…

ବାପା ହେଲେ କୋହଲି, କନ୍ୟା ସନ୍ତାନକୁ ଜନ୍ମଦେଲେ ଅନୁଷ୍କା

ମୁମ୍ବାଇ – ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବାପା ହୋଇଛନ୍ତି । ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଜି ବ୍ରିଚକାଣ୍ଡି ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର କୋହଲି ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ଘରକୁ ନୂଆ ଅତିଥିକୁ ସ୍ୱାଗତ ଜଣାଇ ଆମେ ବେଶ୍…

ଆଇସିସି ଦଶନ୍ଧି ପୁରସ୍କାର: କୋହଲି ଶ୍ରେଷ୍ଠ ଦିନିକିଆ ଖେଳାଳି, ଧୋନିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର

ଦୁବାଇ – ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । କୋହଲି ମଧ୍ୟ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି (ସବୁ ଫର୍ମାଟରେ) ଭାବେ ସାର ଗାରିଫିଲ୍ଡ ସୋବର୍ସ ପୁରସ୍କାର ଜିତିଛନ୍ତି । ଗତ ଏକ ଦଶନ୍ଧିରେ କୋହଲି ଏକମାତ୍ର ଖେଳାଳି ଯିଏ…

ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ପାଇଁ  ‘ଡିସେମ୍ବର ୧୯’ ଏକ ଅଜବ ସଂଯୋଗ ପାଲଟିଛି । ଚାରି ବର୍ଷ ତଳେ ଏହି ନିର୍ଦ୍ଦିଷ୍ଟ ଦିନରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ନିଜ ଟେଷ୍ଟ ଇତିହାସରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିଲା । ଏବେ ପୁଣି ଡିସେମ୍ବର ୧୯ରେ ଭାରତୀୟ ଦଳ ସର୍ବନିମ୍ନ…

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ - ଗତ ଦଶ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ବିଭିନ୍ନ ବର୍ଗର ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ତାଲିକା ଘୋଷଣା କରିଛି । ସବୁଠୁ ସମ୍ମାନଜନକ ‘ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି’ ବର୍ଗରେ ଆଇସିସି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଫ୍ ସ୍ପିନର ରବିଚନ୍ଦ୍ରନ…