Browsing Tag

West Bengal Election

ମମତାଙ୍କ ଅଭିଯୋଗ: ବିଜେପି ଶାସିତ ରାଜ୍ୟରୁ ପୋଲିସ ଆସି ଭୋଟରଙ୍କୁ ଧମକାଉଛନ୍ତି

ନନ୍ଦିଗ୍ରାମ - ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମମତା ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମର ଭୋଟରଙ୍କୁ ଭୟଭୀତ କରିବା ପାଇଁ ବିଜେପି ଶାସିତ ରାଜ୍ୟ ଗୁଡିକରୁ ପୋଲିସ୍ ଫୋର୍ସ…

ମମତାଙ୍କ ବାମ ପାଦରେ ଲାଗିଛି ଗଭୀର ଆଘାତ, ଜ୍ୱର ସହ ଛାତିରେ ଯନ୍ତ୍ରଣା, ୨୪ ଘଣ୍ଟା ଡାକ୍ତରଙ୍କ ନିରୀକ୍ଷଣରେ ରହିବେ…

କୋଲକାତା - ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାର ଏସ୍‌ଏସ୍‌କେଏମ୍ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ମମତାଙ୍କ ବାମପାଦରେ ଗଭୀର ଆଘାତ ଲାଗିଛି । ତେବେ ସୌଭାଗ୍ୟ ବଶତଃ ତାଙ୍କର ହାଡ଼ ଭାଙ୍ଗିନାହିଁ ବୋଲି…

ପଶ୍ଚିମବଙ୍ଗ ନିର୍ବାଚନ: ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ମମତା, ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ…

କୋଲକାତା – ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ନନ୍ଦିଗ୍ରାମ ଆସନରୁ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଆସନରେ ମମତାଙ୍କ ମୁକାବିଲା ତାଙ୍କର ଏକଦା ଘନିଷ୍ଠ ବିବେଚିତ ହେଉଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ହେବ । ତିନି…

ଟାଇମ୍ସ ନାଓ- ସି-ଭୋଟର ଜନମତ ସର୍ଭେ: ପଶ୍ଚିମବଙ୍ଗରେ ଗାଦି ବଜାୟ ରଖିବେ ଦିଦି, କିନ୍ତୁ ବିଜେପିକୁ ଫାଇଦା

କୋଲକାତା – ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଆଠ ପର୍ଯ୍ୟାୟରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ଉଭୟ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ନିର୍ବାଚନ ପୂର୍ବରୁ ଟାଇମ୍ସ ନାଓ ଓ ସି-ଭୋଟର ତରଫରୁ…

ବେଙ୍ଗଲ ନିର୍ବାଚନ: ପ୍ରାର୍ଥୀ ତାଲିକା ଘୋଷଣା କଲା ତୃଣମୂଳ କଂଗ୍ରେସ, ନନ୍ଦିଗ୍ରାମରୁ ଲଢ଼ିବେ ମମତା

କୋଲକାତା – ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି । ୨୯୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।…