ଲକ୍‌ଡାଉନ : କ’ଣ ହେବ, କ’ଣ ହେବନି

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଓଡିଶା ସରକାର ମେ ୫ରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକଡାଉନ ଜାରି କରିଛନ୍ତି । ୧୪ ଦିନିଆ ଲକଡାଉନ ବେଳେ ନିମ୍ନଲିଖିତ କାର୍ଯ୍ୟକଳାପକୁ ଅନୁମତି –

. ଜାରି ରହିବ ଟିକାକରଣ
. କୋରୋନା ପରୀକ୍ଷା ପାଇଁ ଅନୁମତି
. ହସପିଟାଲ,ନର୍ସିଂହୋମ, କ୍ଲିନିକ, ଟେଲି ମେଡିସିନ ସେବା ଜାରି ରହିବ
. ଖୋଲା ରହିବ ଔଷଧ ଦୋକାନ, ଏଟିଏମ ଓ ବ୍ୟାଙ୍କ୍
. ଘରରୁ ୫ ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ କିଣିପାରିବେ ଅତ୍ୟାବଶ୍ୟକ ସାମଗ୍ରୀ
. ପରିବହନ ସେବା ଜାରି ରହିବ
. ରାଜ୍ୟ ଭିତରେ ଓ ବାହାରେ ଅବାଧରେ ଚଳାଚଳ କରିବା ଆମ୍ବୁଲାନ୍ସ
. କ୍ଷୀର, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ
. ଗ୍ୟାରେଜ ଓ ଗାଡି ମରାମତି ଦୋକାନ ଖୋଲା ରହିବ
. ଅନଲାଇନ ଓ ହୋମ ଡେଲିଭରି ଜାରି ରହିବ

ଲକଡାଉନ ବେଳେ କ’ଣ ସବୁ ମନା

. ପିପିଲ ଉପନିର୍ବାଚନ ବେଳେ ରହିବ ନାହିଁ କଟକଣା
. ବସ୍ ଚଳାଚଳ କରିବ ନାହିଁ
. ସମସ୍ତ ମେଳା, ମହୋତ୍ସବ ବନ୍ଦ
. ଶିକ୍ଷାନୁଷ୍ଠାନ, ସିନେମାହଲ, ମଲ୍‌, ଜିମ୍‌, ପାର୍କ, ସ୍ୱିମିଂ ପୁଲ୍ ବନ୍ଦ
. ଯାତ୍ରା ଓ ଅପେରା ବନ୍ଦ
.ସେଲୁନ, ସ୍ପା, ବ୍ୟୁଟିପାର୍ଲର ଖୋଲିବ ନାହିଁ
. ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ ରୋକ୍
. ମନ୍ଦିର ଭିତରକୁ ପ୍ରବେଶ ମନା
. ବିବାହରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି

Comments are closed.