ଟିକା ନେବା ପରେ ବି ୨୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହେଉନାହିଁ ଆଂଟିବଡି : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର - ଅଗଷ୍ଟରୁ ସେପଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟର ୬ ଶହ ସାମ୍ପଲକୁ ଜେନମ ସ୍ୱିକେନ୍ସିଂ କରାଯାଇଥିଲା । ଏଥିରୁ ୪୨୫ ଡେଲ୍ଟା ଭେରିଏଂଟ୍ ବାହାରିଥିଲା ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ବାକି ସାମ୍ପଲ ଅନ୍ୟ ଭେରିଏଂଟର ଥିଲା । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ…

ସ୍ବାମୀ-ସ୍ତ୍ରୀ ବିଷ ପିଇ ଜୀବନ ହାରିଲେ

ସାନଖେମୁଣ୍ଡି: ପାରିବାରିକ କଳହ ଗଞ୍ଜାମ ଜିଲ୍ଲାରେ ଆଉ ଏକ ଦମ୍ପତିଙ୍କ ଜୀବନ ନେଇଛି। ମୃତକ ହେଉଛନ୍ତି ସନ୍ତୋଷ ଗୋୖଡ଼ ଏବଂ ନୟନି ଗୋୖଡ଼। ଦୁହେଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଭଞ୍ଜ ସାହିରେ ଏହି ଦୁଖଦ ଘଟଣା ଘଟିଛି।…

ବଳାତ୍କାର ଓ ଲୁହା ରଡ୍ ଦ୍ବାରା ନିର୍ଯାତନାର ଶିକାର ମହିଳାଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇରେ ବଳାତ୍କାର ଓ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ଶନିବାର ମୃତ୍ୟୁ ହୋଇଛି। ଶୁକ୍ରବାର ମୁମ୍ବାଇର ଉପାନ୍ତ ସାକିନାକାରେ ଏକ ଟେମ୍ପୋ ଭିତରେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର ପରେ ଲୁହା ରଡ୍ ରେ ନିର୍ଯାତନା ଦିଆଯାଇଥିଲା। ମହିଳାଙ୍କୁ ଗୁରୁତର ଓ‌ ଅଚେତ ଅବସ୍ଥାରେ…

ପ୍ରଧାନମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ତଥା ଗଣପର୍ବ ନୂଆଁଖାଇ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। କୃଷକଙ୍କ ଉଦ୍ୟମ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଭୂମିକାକୁ ମୋଦି ପ୍ରଶଂସା କରିଛନ୍ତି। ଏହି ଅବସରରେ ମୋଦି ଟ୍ୱିଟ କରି ସମସ୍ତଙ୍କ ଉତ୍ତମ…

ପଶ୍ଚିମ ଓଡିଶାରେ ନୂଆଁଖାଇର ଧୁମ୍: ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ

ସମ୍ବଲପୁର : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ତୁଳା ଲଗ୍ନର ଶୁଭ ମୁହୁର୍ତ୍ତରେ ମାଁ ସମଲେଶ୍ବରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ପର୍ବରୁ ଧାର୍ଯ୍ୟ ହୋଇଥିବା ୧୦ଟା ୧୫ ମିନିଟରୁ ୧୦ଟା ୨୫ ମଧ୍ୟରେ ମାଁଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆଁ ଧାନରୁ…

ତେଲେଙ୍ଗାନା ଏକ୍ସପ୍ରେସରୁ ବନ୍ଧୁକ ଓ‌ କାର୍ଟ୍ରିଜ୍ ଭର୍ତ୍ତି ଦୁଇଟି ବ୍ୟାଗ୍ ଜବତ

ଝାନସୀ: ଝାନସୀ ଷ୍ଟେସନରେ ତେଲେଙ୍ଗାନା ଏକ୍ସପ୍ରେସର ଏକ ବଗିରୁ ଦୁଇଟି ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ୍ ମିଳିବା ପରେ ଆତଙ୍କ ଖେଳିଯାଇଛି । ଜବତ ଦୁଇଟି ବ୍ୟାଗରେ ଆରପିଏଫ୍ ପାଞ୍ଚଟି ବନ୍ଧୁକ ଓ ୨୩ଟି କାର୍ଟ୍ରିଜ୍ ପାଇଛି। ଏଥିରେ ଦୁଇ ଜଣଙ୍କର ଲାଇସେନ୍ସ ମଧ୍ୟ ଥିବା କୁହାଯାଇଛି। ଜିଆରପି ଏହି…