ଆସାମ-ମିଜୋରାମ ସୀମା ବିବାଦକୁ ନେଇ ହିଂସା, ଆସାମ ପୋଲିସର ୬ ଯବାନଙ୍କ ମୃତ୍ୟୁ

ଗୁଆହାଟି: ଆସାମ ଏବଂ ମିଜୋରାମ ମଧ୍ୟରେ ସୀମା ବିବାଦ ସୋମବାର ହିଂସାତ୍ମକ ରୂପ ନେଇଛି। ଉଭୟ ରାଜ୍ୟର ପୋଲିସ ଏବଂ ନାଗରିକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷ ‌‌ପ୍ରଥମେ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ । ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ…

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୭୦୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୁଲ୍ୟରେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସର୍ବମୋଟ ୭୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଅନ୍ତର୍ଗତ ଅମୃତୁଲ ଠାରେ ଅନୁଷ୍ଠିତ ଶିବିରରୁ ୫୦୧ ୟୁନିଟ୍ ଏବଂ ଗୋବରା ଗ୍ରାମପଞ୍ଚାୟତରେ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ : ଶୁଭାରମ୍ଭ କଲେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଏବଂ ମହିଳା ଓ ଶିଶୁ ବିକାଶ , ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଆଜି ଟିଟିଲାଗଡ଼ ଉପଖଣ୍ଡରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି ।…

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ମହିଳା ହକି ଦଳର କ୍ରମାଗତ ଦ୍ୱିତୀୟ ପରାଜୟ, ଜର୍ମାନୀ ଠାରୁ ୦-୨ରେ ପରାସ୍ତ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି | ରବିବାର ପୁଲ୍-ବି ର ଏକ ମ୍ୟାଚରେ ଜର୍ମାନୀ ୨-୦ ଗୋଲରେ ଭାରତକୁ ପରାସ୍ତ କରିଛି। ଜର୍ମାନ ତରଫରୁ ନିକ ଲୋରେଞ୍ଜ ଏବଂ ଆନ୍ କାଟାରିନା ଗୋଲ୍ ସ୍କୋର୍ କରିଥିଲେ। ଏହାପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ…

ଯୁକ୍ତ ଦୁଇରେ ମଧ୍ୟ ଆରମ୍ଭ ହେବ ୟୁଟ୍ୟୁବ୍ ଲାଇଭ କ୍ଲାସ୍

କରୋନା ମହାମାରୀର ପ୍ରଭାବ ମାନବ ସମାଜର ଜୀବନଶୈଳୀ ସମେତ ଉଣାଅଧିକ ସମସ୍ତ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଛି। ସେ ସାସ୍ଥ୍ୟ ହେଉ କି ଶିକ୍ଷା ଅଥବା ଦୈନନ୍ଦିନ ଜୀବନ... ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତିତ ପଦ୍ଧତି। ବିଶେଷ କରି ଶିକ୍ଷା କ୍ଷେତ୍ରରେ ଏବେ ପ୍ରତ୍ୟକ୍ଷ ବା…

ଚିଟଫଣ୍ଡ୍ ଠକେଇ ମାମଲା : ମାସ୍ ଇନଫ୍ରା କଂପାନିର ସିଏମଡି ପ୍ରତାପ ବିଶ୍ୱାଳ କୋଲକାତାରୁ ଗିରଫ

ଭୁବନେଶ୍ୱର- ଓଡିଶାରେ ୧୫ କୋଟି ଟଙ୍କାର ଚିଟଫଣ୍ଡ୍ ଠକେଇ ମାମଲାରେ ମାସ୍ ଇନଫ୍ରା ରିଅଲିଟି ନାମକ କଂପାନିର ସିଏମଡି ପ୍ରତାପ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । କୋଲକାତାରୁ ପ୍ରତାପଙ୍କୁ ଗିରଫ କରାଯାଇଛି । ଓଡିଶା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପ୍ରତାପଙ୍କୁ କୋଲକାତାର ନିଉ ଗରିଆରୁ…