ଅଗଷ୍ଟ କୋରୋନା ଗାଇଡଲାଇନ, ଅପରାହ୍ନ ସାଢେ ୩ଟାରେ ଏସଆରସିଙ୍କ ପ୍ରେସମିଟ୍

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୩ଟାରେ ଏସଆରସି ପ୍ରଦୀପ ଜେନା ପ୍ରେସ ବିବୃତି ରଖିବେ । ଅଗଷ୍ଟ ମାସର କୋଭିଡ ଗାଇଡଲାଇନ ନେଇ ସେ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆଂଶିକ କଟକଣା ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇବାରେ…

କରୋନା ଅପଡେଟ୍‌: ଦିନକରେ ୪୧,୬୪୯ ସଂକ୍ରମିତ ଚିହ୍ନଟ, ୫୯୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ଲଗାତର ଚତୁର୍ଥ ଦିନ ପାଇଁ ନୂଆ ମାମଲା ୪୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୪୧,୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ସାମାନ୍ୟ କମ୍ । ଦିନକରେ ଏହି ରୋଗରେ ଆଉ ୫୯୩…

ରାଜ୍ୟରେ ଦିନକରେ ୧୫୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧ ହଜାର ୫୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୧୫ ଓ ସ୍ଥାନୀୟ ଅଂଚଳରୁ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ଓ କଟକରୁ ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୧୯, ପୁରୀରୁ ୧୦୯,…

ଆଜି ସଂଧ୍ୟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇବ । ସଂଧ୍ୟା ୫ଟା ପରେ ପରୀକ୍ଷାଫଳ ପ୍ରକାଶ ପାଇବ । orissaresults.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ…

ଖାଦ୍ୟ ସୁରକ୍ଷା ସବୁଠୁ ବଡ଼ କଲ୍ୟାଣ କାର୍ଯ୍ୟକ୍ରମ: ନବୀନ

ରାଜ୍ୟର କେହି ବି ଜଣେ ଯେମିତି ଭୋକରେ କଷ୍ଟ ପାଇବେ ନାହିଁ। ପେଟର ଜ୍ବାଳା ଭୋଗୁଥିବା କେହି ରାଜ୍ୟରେ ରହିବେନି। ସେଥିପାଇଁ ତ ବିଶାଳ ଓଡ଼ିଆ ପରିବାରର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ସବୁବେଳେ ଗୁରୁତ୍ବାରୋପ କରି ଆସିଛନ୍ତି। ଖୋଦ୍ ତାଙ୍କରି…

ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ମଧ୍ୟରେ ଆଲାମ ଚଣ୍ଡୀଙ୍କ ଭୂମିକା ସ୍ୱତନ୍ତ୍ର

ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳା ନିକଟରେ ବିରାଜମାନ କରିଛନ୍ତି ଶ୍ରୀଆଲାମ ଚଣ୍ଡୀ । ଅଠରନଳା ପାର ହୋଇ ବଡ଼ଦାଣ୍ଡ ଆସିବା ପଥରେ ଦକ୍ଷିଣ ପଟରେ ରହିଛନ୍ତି ମାଆ ଆଲାମ ଚଣ୍ଡୀ ବାମ ପାର୍ଶ୍ଵରେ ରହିଛି ପ୍ରସିଦ୍ଧ ପଥର ପୁଷ୍କରିଣୀ। ଏହି ଶକ୍ତିପୀଠଟି ଅତି ପ୍ରାଚୀନ୍ନ ହୋଇଥିଲେ ମଧ୍ୟ ମନ୍ଦିର…

ଗୀତା ମହାତ୍ମ୍ୟ: ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ…

ଭାରତାମୃତ ସର୍ବସ୍ୱମ ଵିଷ୍ଣୁ ବକତ୍ରାଦ ବିନିଃ ସୃତମ। ଗୀତା ଗଙ୍ଗୋଦକମ୍ ପିତ୍ୱା ପୁନର୍ଜନ୍ମ ନ ବିଦ୍ୟତେ।। ଗୀତା ହେଉଛି ଭାରତର ଅମୃତ, କାରଣ ଏହା ସ୍ୱୟଂ ବିଷ୍ଣୁଙ୍କ ଦ୍ଵାରା କୁହାଯାଇଅଛି। ଭଗବାନ ଶ୍ରୀକୃଷ୍ଣ ଆଦି ବିଷ୍ଣୁ ଅଟନ୍ତି। ତାଙ୍କ ମୁଖାରବିନ୍ଦରୁ ନିର୍ଗତ ହେଉଥିବା ଏହି ଗୀତା…