ହିମାଚଳ ପ୍ରଦେଶରେ ଭୂସ୍ଖଳନ, ପୋଲ ଭୁଶୁଡ଼ି ୯ ମୃତ
ସିମଲା: ହିମାଚଳ ପ୍ରଦେଶର କିନୌର ସ୍ଥିତ ସାଙ୍ଗଲା ଘାଟିରେ ଭୂସ୍ଖଳନ ଯୋଗୁଁ ଏକ ପୋଲ ଭୁଶୁଡ଼ି ପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। କିନୌର ଜିଲ୍ଲା ଏସପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ବାଟସେରୀ…