କୋଭାକ୍ସିନ ଟିକା ୭୭.୮% ପ୍ରଭାବୀ, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟକୁ ବିଶେଷଜ୍ଞ କମିଟିର ମଞ୍ଜୁରି

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭରତ ବାୟୋଟେକର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳ ପ୍ରକାଶ ପାଇଛି । ଏହି ଟିକା କୋଭିଡ୍-୧୯ ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ମଙ୍ଗଳବାର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ର…

ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ…

ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଓଡିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରଥମ ଥର ପାଇଁ ନିଜେ ନିଯୁକ୍ତି ଦେବ ଓଡିଶା ପୋଲିସ । ୧୨ ଘଣ୍ଟା ମଧ୍ୟରେ ୨୭୧ ଜଣ ପଞ୍ଜିକରଣ କଲେଣି । ୧୫ ଜୁଲାଇ ହେଉଛି ଆବେଦନର ଶେଷ ତାରିଖ । ଏସଆଇ ପଦବୀ ପାଇଁ ଅନଲାଇନରେ ଅଗଷ୍ଟ୬ରୁ ୧୬…

କଟକଣା କୋହଳ ହେଲେ, କମ୍ୟୁନିଟିର ସାହାଯ୍ୟ ଦରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଭୂତାଣୁକୁ ଦୂରେଇବା ପାଇଁ ଟିକା ନେବା ନିହାତି ଦରକାର । ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମଣ ହେଉନାହିଁ । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କଟକଣା ଯେତେବେଳେ କୋହଳ…

ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନ ଲୋକଙ୍କୁ ବଞ୍ଚାଇବ, କରୋନା ଉପରେ ଶ୍ୱେତପତ୍ର ଜାରି କଲେ ରାହୁଲ

ନୂଆଦିଲ୍ଲୀ: କରୋନା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ କରୋନା ଲଢ଼େଇରେ ସରକାରଙ୍କ ତ୍ରୁଟି କେଉଁଠି ରହିଲା ଓ ତୃତୀୟ ଲହରୀ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେନେଇ ଉଲ୍ଲେଖ ରହିଛି । ସରକାରଙ୍କୁ ସସମାଲୋଚନା ନୁହେଁ ବରଂ ସହଯୋଗ କରିବାକୁ ଏହି…

‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ

ନୂଆଦିଲ୍ଳୀ: ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଛି । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବାର ପାଞ୍ଚ ମାସ ପରେ ଭାରତ ବାୟୋଟେକ୍ ନିଜ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଛି । ଭାରତ…