ବୀରେନ୍ଦ୍ର ଲାକ୍ରା ଭାରତୀୟ ଅଲିମ୍ପିକ୍ସ ହକି ଦଳର ଉପଅଧିନାୟକ

ବେଙ୍ଗଳୁରୁ – ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଓଡିଶାର ବୀରେନ୍ଦ୍ର ଲାକ୍ରାଙ୍କୁ ଉପଅଧିନାୟକ କରାଯାଇଛି । ବୀରେନ୍ଦ୍ର ଲାକ୍ରା ଓ ହରମନପ୍ରୀତ ସିଂହ ଉଭୟଙ୍କୁ ଦିଆଯାଇଛି ଦଳର ଉପଅଧିନାୟକ ଦାୟିତ୍ୱ । ଦଳର ନେତୃତ୍ୱ ନେବେ ମନପ୍ରୀତ ସିଂହ । ଏଠାରେ…

ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଓଡିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ପ୍ରଥମ ଥର ପାଇଁ ନିଜେ ନିଯୁକ୍ତି ଦେବ ଓଡିଶା ପୋଲିସ । ୧୨ ଘଣ୍ଟା ମଧ୍ୟରେ ୨୭୧ ଜଣ ପଞ୍ଜିକରଣ କଲେଣି । ୧୫ ଜୁଲାଇ ହେଉଛି ଆବେଦନର ଶେଷ ତାରିଖ । ଏସଆଇ ପଦବୀ ପାଇଁ ଅନଲାଇନରେ ଅଗଷ୍ଟ୬ରୁ ୧୬…

କଟକଣା କୋହଳ ହେଲେ, କମ୍ୟୁନିଟିର ସାହାଯ୍ୟ ଦରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଭୂତାଣୁକୁ ଦୂରେଇବା ପାଇଁ ଟିକା ନେବା ନିହାତି ଦରକାର । ନିର୍ଦ୍ଦିଷ୍ଟ ଭାବରେ କୌଣସି ବୟସର ଲୋକଙ୍କୁ ସଂକ୍ରମଣ ହେଉନାହିଁ । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ସଂକ୍ରମିତ ହେଉଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କଟକଣା ଯେତେବେଳେ କୋହଳ…

ମୋଦିଙ୍କ ଲୁହ ନୁହେଁ ଅକ୍ସିଜେନ ଲୋକଙ୍କୁ ବଞ୍ଚାଇବ, କରୋନା ଉପରେ ଶ୍ୱେତପତ୍ର ଜାରି କଲେ ରାହୁଲ

ନୂଆଦିଲ୍ଲୀ: କରୋନା ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ କରୋନା ଲଢ଼େଇରେ ସରକାରଙ୍କ ତ୍ରୁଟି କେଉଁଠି ରହିଲା ଓ ତୃତୀୟ ଲହରୀ ପାଇଁ କଣ ପଦକ୍ଷେପ ନିଆଯିବା ଉଚିତ ସେନେଇ ଉଲ୍ଲେଖ ରହିଛି । ସରକାରଙ୍କୁ ସସମାଲୋଚନା ନୁହେଁ ବରଂ ସହଯୋଗ କରିବାକୁ ଏହି…

‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ

ନୂଆଦିଲ୍ଳୀ: ଭାରତ ବାୟୋଟେକ୍ ଏହାର କୋଭିଡ୍ ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ତଥ୍ୟ ଦାଖଲ କରିଛି । ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବାର ପାଞ୍ଚ ମାସ ପରେ ଭାରତ ବାୟୋଟେକ୍ ନିଜ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଛି । ଭାରତ…

ମହାମାରୀ କାଳରେ ବି ଚମକୁଛନ୍ତି ପ୍ରତିଭା

ପ୍ରତିଭା ଯଦି ଈଶ୍ବରଦତ୍ତ ଥାଏ, ସେଥିରେ ଯୋଗ୍ୟ ବ୍ୟକ୍ତିଙ୍କ ନିଷ୍ଠା ଥାଏ ତେବେ ଯେତେ ପ୍ରତିକୂଳ ପରିସ୍ଥିତି ହେଉ ନା କାହିଁକି, ଯେତେ କଠିନ ସମୟ ହେଉ ପଛେ ତାହା ଚମକି ଉଠିବ ନିଶ୍ଚୟ। ପଙ୍କରେ ପଦ୍ମ ଫୁଟିବା ଭଳି ବିକଶିତ ହେବା ଥୟ। କରୋନା ମହାମାରୀ କାଳରେ ଯେତେବେଳେ ସମଗ୍ର ବିଶ୍ୱ ତ୍ରସ୍ତ,…

ପୁରୀ: ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ନୀତି ସମ୍ପନ୍ନ

ପୁରୀ: ଜ୍ୟେଷ୍ଠ ଶୁକ୍ଳ ନିର୍ଜଳା ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ରୁକ୍ମିଣୀ ବିବାହ ଉତ୍ସବ। ସ୍ଥାନୀୟ ଭାଷାରେ ଏହାକୁ ରୁକ୍ମିଣୀ ହରଣ ଏକାଦଶୀ କୁହାଯାଇଥାଏ। ଏକାଦଶୀ ପୂର୍ବଦିନ ଶୁକ୍ଳ ଦଶମୀରେ ଶ୍ରୀ ମଦନମୋହନଙ୍କ ସଂଧ୍ୟାନୀତି ପରେ ରାଜେନ୍ଦ୍ରାଭିଷେକ ନୀତି ସମ୍ପନ୍ନ…