ଭାରତରେ ‘ଡେଲଟା ପ୍ଲସ୍’ ଭାରିଆଣ୍ଟର ୪୦ ମାମଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୪୦ଟି 'ଡେଲଟା ପ୍ଲସ୍' ଭାରିଆଣ୍ଟର ମାମଲା ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି। ଏହାକୁ 'ଚିନ୍ତାଜନକ' (ଭିଓସି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଡେଲଟା ବ୍ୟତୀତ…

ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି

ପୁରୀ- ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜା ଦିବ୍ୟସିଂହ ଦେବ । କୋଭିଡ ନିୟମ ଅନୁପାଳନ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଗଜପତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ଗଜପତି ମହାରାଜା । ମହାରାଜା ଛେରା ପହଁରା ନ କଲେ ପରମ୍ପରା…

ନକଲି ଔଷଧ କାରବାର ଘଟଣାରେ ତିନି ଗିରଫ

ଭୁବନେଶ୍ୱର- ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମେଡିସିନ କଂପାନି ନିର୍ଦ୍ଦେଶକ ଅଛନ୍ତି । ଏଥିସହ ଏସଟିଏଉ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି…

ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଗୋଷ୍ଠୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ  ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ଆନ୍ତର୍ଜାତିକ ଅଲିମ୍ପିକ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଆନ୍ତର୍ଜାତିକ ଅଲିମ୍ପକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ମାନ ରଖିଥିବା ସବୁ ଅଲିମ୍ପିଆନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଅଲିମ୍ପିକ କ୍ରୀଡା ପାଇଁ ଭାଗ ନେଉଥିବା ଭାରତର ସବୁ ଆଥଲେଟଙ୍କୁ…

ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ…

ନୀରବ, ଚୋକ୍‌ସି ଓ ବିଜୟ ମାଲ୍ୟାଙ୍କ ଜବତ ୧୮ ହଜାର କୋଟି ସମ୍ପତ୍ତିରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ…

ନୂଆଦିଲ୍ଲୀ: ବ୍ୟାଙ୍କ୍ ସ୍କାମ୍‌ରେ ସମ୍ପୃକ୍ତ ଥିବା ନୀରବ ମୋଦି, ମେହୁଲ ଚୋକ୍‌ସି ଓ ବିଜୟ ମାଲ୍ୟାଙ୍କ ପ୍ରାୟ ୧୮,୧୭୦ କୋଟି ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଥିମଧ୍ୟରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଇଡି ପକ୍ଷରୁ…

ଟିକାକରଣ କେନ୍ଦ୍ରରେ ଫଟୋ ପ୍ରସଙ୍ଗରେ ବିଜେପିର ରାଜନୀତିକୁ ବିଜେଡିର କଡା ସମାଲୋଚନା

ଭୁବନେଶ୍ୱର- ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ଲାଗିବା ପ୍ରସଙ୍ଗରେ ବିଜେପିର ରାଜନୀତିକୁ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କଡା ସମାଲୋଚନା କରିଛନ୍ତି । ଏ ନେଇ ସେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଟ୍ୱିଟର କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ଯେ,…

ଡେଲଟା ପ୍ଲସ ଭେରିଏଂଟ ବାବଦରେ ଅଧିକ ଅନୁଧ୍ୟାନ ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଡେଲଟା ପ୍ଲସ୍ ଭେରିଏଂଟକୁ ନେଇ ଅଧିକ ଅନୁଧ୍ୟାନ ଚାଲିଛି । ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ସେ ନେଇ ବି ଅନୁଧ୍ୟାନ କରାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, କିଛି ଦେଶରେ ଡେଲଟା ପ୍ଲସ ଭେରିଏଂଟ ଦେଖାଦେଇଛି । ଏହାକୁ…