ନୀରବ ମୋଦିଙ୍କୁ ଝଟକା, ଭାରତ ପ୍ରତ୍ୟର୍ପଣ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବ୍ରିଟେନର ଏକ କୋର୍ଟରୁ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ବୁଧବାର ନିରବ ମୋଦିଙ୍କ ଆବେଦନ ଖାରଜ କରିଛନ୍ତି। ସେପଟେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ୍ ଏବଂ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ…

ଲାହୋର: ହାଫିଜ ସଇଦର ଘର ନିକଟରେ ବିସ୍ଫୋରଣ, ୨ ମୃତ, ୧୭ ଆହତ

ଲାହୋର: ପାକିସ୍ତାନର ଲାହୋରର ଯୌହର ସହରରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହସାନ ମମତାଜ ହସ୍ପିଟାଲ ନିକଟ 'ଇ' ବ୍ଲକରେ ଏହି ବିସ୍ଫୋରଣ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ…

ହ୍ବାଟସଆପକୁ ଝଟକା, ସିସିଆଇ ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହ୍ବାଟସଆପ୍ ର ନୂଆ ଗୋପନୀୟତା ନୀତିର ଯାଞ୍ଚ ସମ୍ପର୍କରେ ଫେସବୁକ୍ ଏବଂ ଏହି ମେସେଜିଂ ଆପକୁ ପ୍ରତିଯୋଗିତା ଆୟୋଗ (ସିସିଆଇ) ପଠାଇଥିବା ନୋଟିସ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ଏବଂ ଜଷ୍ଟିସ ଜସମିତ ସିଂଙ୍କ ଏକ…

ଭାରତରେ ‘ଡେଲଟା ପ୍ଲସ୍’ ଭାରିଆଣ୍ଟର ୪୦ ମାମଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୪୦ଟି 'ଡେଲଟା ପ୍ଲସ୍' ଭାରିଆଣ୍ଟର ମାମଲା ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି। ଏହାକୁ 'ଚିନ୍ତାଜନକ' (ଭିଓସି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଡେଲଟା ବ୍ୟତୀତ…

ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି

ପୁରୀ- ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜା ଦିବ୍ୟସିଂହ ଦେବ । କୋଭିଡ ନିୟମ ଅନୁପାଳନ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ଗଜପତି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି ଗଜପତି ମହାରାଜା । ମହାରାଜା ଛେରା ପହଁରା ନ କଲେ ପରମ୍ପରା…

ନକଲି ଔଷଧ କାରବାର ଘଟଣାରେ ତିନି ଗିରଫ

ଭୁବନେଶ୍ୱର- ରାଜ୍ୟରେ ନକଲି ଔଷଧ କାରବାର ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି । କ୍ରାଇମବ୍ରାଂଚ ଏସଟିଏଫ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମେଡିସିନ କଂପାନି ନିର୍ଦ୍ଦେଶକ ଅଛନ୍ତି । ଏଥିସହ ଏସଟିଏଉ ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ୟାଙ୍କ ଆକାଉଂଟ ଜବତ କରିଛି…

ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଗୋଷ୍ଠୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ  ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ…

ଆନ୍ତର୍ଜାତିକ ଅଲିମ୍ପିକ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଆନ୍ତର୍ଜାତିକ ଅଲିମ୍ପକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ମାନ ରଖିଥିବା ସବୁ ଅଲିମ୍ପିଆନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଅଲିମ୍ପିକ କ୍ରୀଡା ପାଇଁ ଭାଗ ନେଉଥିବା ଭାରତର ସବୁ ଆଥଲେଟଙ୍କୁ…

ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ, ଆଜି ରାତିରୁ ସହରରେ ୧୪୪ ଧାରା

ପୁରୀ - ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସ୍ନାନପୂର୍ଣ୍ଣିମା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସକାଳ ସାଢେ ୭ଟାରୁ ଜଳଲାଗି ହେବ । ସ୍ନାନପୂର୍ଣ୍ଣିମାରେ…