ନୀରବ, ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ଜବତ ୧୮ ହଜାର କୋଟି ସମ୍ପତ୍ତିରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ…
ନୂଆଦିଲ୍ଲୀ: ବ୍ୟାଙ୍କ୍ ସ୍କାମ୍ରେ ସମ୍ପୃକ୍ତ ଥିବା ନୀରବ ମୋଦି, ମେହୁଲ ଚୋକ୍ସି ଓ ବିଜୟ ମାଲ୍ୟାଙ୍କ ପ୍ରାୟ ୧୮,୧୭୦ କୋଟି ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏଥିମଧ୍ୟରୁ ୯ ହଜାର କୋଟି ବ୍ୟାଙ୍କ୍ ଓ କେନ୍ଦ୍ରକୁ ହସ୍ତାନ୍ତର କରାଯାଇଛି ବୋଲି ଇଡି ପକ୍ଷରୁ…