ଗ୍ରାମାଞ୍ଚଳ ଲୋକେ ସହର ସହ ଯୋଡି ହେବେ

ଘାଟିପଡାରୁ ଧିଙ୍ଗିଆମୁଣ୍ତା ରାସ୍ତା ହେବ ଚାରି ଟିକିଆ ମୁଖ୍ୟମନ୍ତ୍ରୀଙ୍କୁ କ୍ରୁତଜ୍ଞତା ଜଣାଇଲା ଜିଲ୍ଲା ବିଜେଡି ନୂଆପଡ଼ା : ବହୁ ପ୍ରତିକ୍ଷୀତ ବିଜୁ ଏକ୍ସ ପ୍ରେସ ଓ୍ବେର କୋମନା ବ୍ଲକ ଘାଟିଡା ଠାରୁ ସିନାାଲି ବ୍ଲକ ଧିଙ୍ଗିଆମୁଣ୍ତା ର୍ପ୍ୟନ୍ତ ରାସ୍ତା ଚାରି ଟିକିଆ ନିର୍ମାଣ ହେବାକୁ…

ଏଣିକି ଏଲ୍‌ପିଜି ଗ୍ରାହକଙ୍କୁ ଡିଷ୍ଟ୍ରିବ୍ୟୁଟର ବାଛିବାକୁ ମିଳିବ ବିକଳ୍ପ

ନୂଆଦିଲ୍ଲୀ: ଦେଶର ଏଲ୍‌ପିଜି ଗ୍ରାହକଙ୍କୁ ଏଣିକି ନିଜ ପସନ୍ଦର ଡିଷ୍ଟ୍ରିବ୍ୟୁଟର ବାଛିବାକୁ ବିକଳ୍ପ ମିଳିବ । କେଉଁ ଡିଷ୍ଟ୍ରିବ୍ୟୁଟରଙ୍କ ଦ୍ୱାରା ସେମାନେ ନିଜ ଏଲ୍‌ପିଜି ସିଲିଣ୍ଡର ରିଫିଲିଂ କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରିବେ ଗ୍ରାହକ । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଚଣ୍ଡିଗଡ଼,…

କରୋନା ସଂକ୍ରମିତ ପିଲାଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍‌, ରେମଡେସିଭିର ବ୍ୟବହାର ମନା

ନୂଆଦିଲ୍ଲୀ: କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟ ଲହରୀରେ ପିଲାମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ୧୮ ବର୍ଷରୁ କମ୍ ପିଲାମାନଙ୍କ କୋଭିଡ୍ ଚିକିତ୍ସା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ ଲାଇନ୍ ଜାରି…

ଅଗଷ୍ଟ ୨ରୁ ଆରମ୍ଭ ହେବ ସିିଭିଲ୍ ସର୍ଭିସ୍ ପ୍ରାର୍ଥୀଙ୍କ ସାକ୍ଷାତକାର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୦ର ସାକ୍ଷାତକାର ପର୍ଯ୍ୟାୟ ଅଗଷ୍ଟ୨ରୁ ଆରମ୍ଭ କରିବ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) । ପ୍ରତିବର୍ଷ ହେଉଥିବା ଏହି ପରୀକ୍ଷା ତିନୋଟି ପର୍ଯ୍ୟାୟରେ ହୋଇଥାଏ । ପ୍ରଥମ ପର୍ଯ୍ୟାୟ ହେଉଛି ପ୍ରିଲିମିନାରି…

ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ…

ବନ୍ୟା ଆଶଙ୍କାରେ ଜଳସଂପଦ ବିଭାଗ ତତ୍ପର, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଆଲର୍ଟ

ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ପ୍ରବେଶ ସହ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଥି ତତ୍ପରତା ପ୍ରକାଶ କରିଛି ଜଳ ସଂପଦ ବିଭାଗ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ,…