ଆଗରୁ ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ହିଁ ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା । ଏହା ହିଁ ମୃତ୍ୟୁ ସଂଖ୍ୟା ବଢିବାର କାରଣ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅଧିକ ରୋଗୀ ଆଇୟୁସିରେ ଥିଲେ ବୋଲି ସେ କହିଛନ୍ତି । ଏବେ ଦୈନିକ ସଂକ୍ରମଣ…

ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର , ୨୪ ଘଂଟାରେ ଲଘୁଚାପ ହେଲେ ସାରା ଓଡିଶାକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର – ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଲଘୁଚାପରେ ଏହା ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଲଘୁଚାପ ସୃଷ୍ଟି ହେଲେ ଏହାର ପ୍ରଭାବରେ ସାରା ଓଡିଶାକୁ ଛୁଇଁବ ମୌସୁମୀ ବାୟୁ । ଏବେ ରାଜ୍ୟରେ ୧୬ଟି ଜିଲ୍ଲାରେ ମୌସୁମୀ ବାୟୁ…

ବରଗଡ ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ କ୍ୟାଡର ମାଓବାଦୀ ନିହତ

ବରଗଡ- ବରଗଡ ଜିଲ୍ଲାରେ ପୋଲିସ ସହ ଗୁଳି ବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି । ପୋଲିସ ଡିଜି ଅଭୟ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ନିହତ ମାଓବାଦୀ ଜଣକ କମାଣ୍ଡର ରବିନ୍ଦର ବୋଲି ଜଣାପଡିଛି । ତାଠାରୁ ଏକେ -୪୭ ରାଇଫଳ ଜବତ କରାଯାଇଛି । ବରଗଡ ଜିଲ୍ଲା ଘେଁସ ବନଖଣ୍ଡ…

ରାଜ୍ୟରେ ଆଉ ୪୩ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୪୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରୋ କୋରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩ ହଜାର ୨୧୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ, କଟକ ଓ…

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ପ୍ରତୀକାତ୍ମକ ବିକ୍ଷୋଭ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରରେ କ୍ରମାଗତ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ଦେଶର ବିଭିନ୍ନ ପଟ୍ରୋଲ ପମ୍ପ୍ ସମ୍ମୁଖରେ ଦୁଇ ଘଣ୍ଟିଆ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦେଶର ଅନେକ ରାଜ୍ୟରେ ତୈଳଦର ୧୦୦ ଟପିଛି । ତୈଳ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜି…