ଉତ୍ତର -ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର , ୨୪ ଘଂଟାରେ ଲଘୁଚାପ ହେଲେ ସାରା ଓଡିଶାକୁ ଛୁଇଁବ ମୌସୁମୀ
ଭୁବନେଶ୍ୱର – ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଲଘୁଚାପରେ ଏହା ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଲଘୁଚାପ ସୃଷ୍ଟି ହେଲେ ଏହାର ପ୍ରଭାବରେ ସାରା ଓଡିଶାକୁ ଛୁଇଁବ ମୌସୁମୀ ବାୟୁ । ଏବେ ରାଜ୍ୟରେ ୧୬ଟି ଜିଲ୍ଲାରେ ମୌସୁମୀ ବାୟୁ…