ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ଦେଲା ଆଇଏମ୍‌ଏ

ନୂଆଦିଲ୍ଲୀ: ଏଲୋପାଥି ଚିିକିତ୍ସା ଓ ଏଲୋପାଥିକ ଡାକ୍ତରଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଯୋଗଗୁରୁ ରାମଦେବଙ୍କ ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ପୁଣି ଏକ ମାମଲା ରୁଜୁ କରିଛି । ଏହି ବିବାଦୀୟ ଯୋଗଗୁରୁଙ୍କ ବିରୋଧରେ ୧୦୦୦ କେଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରିବା ପରେ…

ଭାକ୍ସିନ ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇଲା ପଞ୍ଜାବ

ପଟିଆଲା: ଟିକା ଅଭାବ ମଧ୍ୟରେ ଏବେ ଭାକ୍ସିନ୍ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇଛନ୍ତି ପଞ୍ଜାବ ସରକାର । ୧୮-୪୪ ବୟସର ଟିକା ହିତାଧିକାରୀଙ୍କୁ ଦିଆଯାଉଥିବା ଭାକ୍ସିନ ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋକୁ ହଟାଇ ଦିଆଯାଇଛି । ରାଜ୍ୟମାନଙ୍କୁ କେନ୍ଦ୍ର ସରକାର…

ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା : ସବୁଆଡେ ଖାଲି ପାଣି ହିଁ…

ଭୁବନେଶ୍ୱର- ବାତ୍ୟା ୟାଶ୍ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳ ଆକାଶମାର୍ଗରୁ ବୁଲି ଦେଖିଲା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରିଛନ୍ତି ଯେ, ଯେଉଁଆଡେ ଆଖି ଯାଉଛି, ଖାଲି ପାଣି ହିଁ ପାଣି । କେଉଁପଟେ ସ୍ଥଳଭାଗ ଓ କେଉଁଠାରେ ସମୁଦ୍ର,ତାହା ଜାଣିବା…

ଲକ୍ଷଦ୍ୱୀପ ପ୍ରଶାସନର ବିବାଦୀୟ ନୀତିକୁ ଜୋରଦାର ବିରୋଧ, ବିଜେପି ଛାଡ଼ିଲେ ୮ ନେତା

ଥିରୁଭନନ୍ତପୁରମ: ଲକ୍ଷଦ୍ୱୀପ ପ୍ରଶାସନର ପ୍ରସ୍ତାବିତ ନିୟମକୁ ନେଇ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିରୋଧର ସ୍ୱର ତେଜିବାରେ ଲାଗିଛି । ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କ ଏକତରଫା ସଂସ୍କାର ମୂଳକ ପଦକ୍ଷେପକୁ ଲକ୍ଷଦ୍ୱୀପ ବିଜେପି ପକ୍ଷରୁ ବି ବିରୋଧ କରାଯାଇଛି । ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ…

କାଲି ଓଡିଶା ଆସିବେ ମୋଦି, ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ସହ ବାଲେଶ୍ୱର ଓ ଭଦ୍ରକର କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ…

ନୂଆଦିଲ୍ଲୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କଲାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରି ବାତ୍ୟା ୟାଶ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ । ସୂଚନା ଅନୁସାରେ…

ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା, ଜାତଭୋଗ ନେଇ ଯାଉଥିବା ବେଳେ ପଡଗିଲେ ସେବାୟତ, ମୁଣ୍ଡରେ ଗଭୀର ଆଘାତ

ପୁରୀ – ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଛି । ଜଣେ ସେବାୟତ ଜାତ ଭୋଗ ଧରି ଯିବା ବେଳେ ରତ୍ନବେଦୀ ନିକଟରେ ପଡିଯିବାରୁ ଗର୍ଭଗୃହରେ ରକ୍ତ ଛିଟା ଲାଗିଛି । ସଂପୃକ୍ତ ସେବାୟତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗର୍ଭଗୃହରେ ରକ୍ତ ଛିଟାପେଯାଗୁଁ ମହାପ୍ରଭୁଙ୍କ ବଡ ମହାସ୍ନାନ ହେବ । ଜାତଭୋଗକୁ…