ଭାରତକୁ ମିଳିଲା ତୃତୀୟ କୋଭିଡ୍ ଟିକା, ଜରୁରୀ ବ୍ୟବହାର ପାଇଁ ‘ସ୍ପୁଟନିକ-୫’କୁ ଅନୁମତି

ନୂଆଦିଲ୍ଲୀ – କରୋନା ବିରୋଧରେ ଲଢ଼େଇରେ ଭାରତକୁ ମିଳିଛି ତୃତୀୟ ଟିକା । ଦେଶରେ ଜରୁରୀ ବ୍ୟବହାର ପାଇଁ ରୁଷିଆର ‘ସ୍ପୁଟନିକ-୫’କୁ କେନ୍ଦ୍ରର ବିଶେଷଜ୍ଞ କମିଟି ଅନୁମତି ଦେଇଛି । ‘କୋଭିସିଲ୍ଡ’ ଏବଂ ‘କୋଭାକ୍ସିନ’ ପରେ ଭାରତରେ ଟିକାକରଣ ଅଭିଯାନରେ ତୃତୀୟ କୋଭିଡ୍ ଟିକା ଭାବେ ଏବେ…

ଜଳସଂକଟ ଦୂର ପାଇଁ ପଦକ୍ଷେପ, ଜଳେଯାଗାଣ କର୍ମଚାରୀଙ୍କ ଛୁଟି ବାତିଲେ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଖରାଦିନେ ଜଳକଷ୍ଟ ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଜଳସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଏହି…

ରାଜ୍ୟ କ୍ୟାବିନେଟ ବୈଠକ : ପ୍ରମୁଖ ନିଷ୍ପତ୍ତି

ଭୁବନେଶ୍ୱର – ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଂଟର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିପାଇଁ…

କୋରୋନାକୁ ହରାଇବା ପାଇଁ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସମସ୍ତ ମାସ୍କ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି । ନିଜେ ମାସ୍କ ପିନ୍ଧିବା ସହ ଅନ୍ୟମାନଙ୍କୁ ସର୍ବଦା ମାସ୍କ ବ୍ୟବହାର କରିବା ପାଇଁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ରାଫେଲ ଡିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପୁଣି ପିଟିସନ, ଦୁଇ ସପ୍ତାହ ପରେ ହେବ ଶୁଣାଣି

ନୂଆଦିଲ୍ଲୀ - ରାଫେଲ ଡିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପୁଣି ଏକ ପିଟିସନର ଦାୟର କରାଯାଇଛି । ଦୁଇ ସପ୍ତାହ ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ ।ଆବେଦନକାରୀ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଫ୍ରାନ୍ସର ଏକ ପୋର୍ଟାଲ ନୂଆ ଖୁଲାସା କରିବା ପରେ…

ବରିଷ୍ଠ ପ୍ରାଶାସନିକ ଅଧିକାରୀ ମନୋଜ କୁମାର ମିଶ୍ରଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର- ବରିଷ୍ଠ ପ୍ରାଶାସନିକ ଅଧିକାରୀ ମନୋଜ କୁମାର ମିଶ୍ରଙ୍କୁ ଓଡିଶା ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସତିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ମନୋଜ କୁମାର ମିଶ୍ର ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗର…