ଗଂଜାମ ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବ ଆସ୍କାରେ ନବନିର୍ମିତ ସେତୁ : ନବୀନ

ଭୁବନେଶ୍ବର: ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ବପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ଭଙ୍ଗାଯାଇ ଏହାକୁ ନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର,…

କରୋନାର ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ସଂକ୍ରମିତ କରୁଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ବର୍ତ୍ତମାନର ଷ୍ଟ୍ରେନ୍ ଅଧିକ ବେଗରେ ସଂକ୍ରମିତ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡରେ ସୀମାରେ ନୂଆପଡା ଥିବାରୁ ସେଠାରେ ସଂକ୍ରମଣ ବଢୁଛି । ନୂଆପଡା ପ୍ରଶାସନ…

ରାକେଶ ଟିକାଏତଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୧୪ ଗିରଫ, ଏବିଭିପିକୁ ଦାୟୀ କଲା କୃଷକ ସଂଘ

ଜୟପୁର - ରାଜସ୍ଥାନର ଅଲୱାର ଜିଲ୍ଲାରେ ଶୁକ୍ରବାର କୃଷକ ନେତା ରାକେଶ ଟିକାଏତଙ୍କ କାର୍ ଉପରେ ଆକ୍ରମଣ କରାଯାଇଥିଲା। ତାଙ୍କ କାର୍ କୁ କିଛି ଲୋକ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି, କିନ୍ତୁ ଟିକାଏତଙ୍କ କାରର ପଛ କାଚ ଭାଙ୍ଗି ଯାଇଛି। ଏହି ଘଟଣାରେ…

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଉପରାଷ୍ଟ୍ରପତି, ୫ ଜଣଙ୍କୁ ଡକ୍ଟରେଟ…

ଭୁବନେଶ୍ୱର – ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଉତ୍ସବରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ, ଶିକ୍ଷା ସମସ୍ତଙ୍କୁ ଶୃଙ୍ଖଳିତ ଓ ସୁସଂଗଠିତ କରିଥାଏ । କଠିନ ପରିଶ୍ରମ ଛାତ୍ରଛାତ୍ରୀଙ୍କୁ…

ଲଗାତର ଦ୍ୱିତୀୟ ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୫୦ରୁ ଅଧିକ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪୫୦ରୁ ଅଧିକ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୪୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୬୭ ଓ ସ୍ଥାନୀୟ ଅଂଚଳରୁ ୧୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

ପୁଣି ରେକର୍ଡ ସଂକ୍ରମଣ, ଦିନକରେ ୮୯ ହଜାରରୁ ଉର୍ଦ୍ଧ୍ବ ମାମଲା, ୭୧୪ ମୃତ

ନୂଆଦିଲ୍ଲୀ - ସମଗ୍ର ଦେଶରେ କରୋନା ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ରେକର୍ଡ ହୋଇଛି ଏବଂ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା…

ଆମେରିକା ସଂସଦ ବାହାରେ ପୁଣି ଆତଙ୍କ, କାର୍ ଧକ୍କାରେ ପୋଲିସ କର୍ମଚାରୀ ମୃତ, ପୋଲିସ ଗୁଳିରେ କାର୍ ଡ୍ରାଇଭର ନିହତ

ଓ୍ୱାଶିଂଟନ - ଆମେରିକାର କ୍ୟାପିଟଲ ହିଲ କ୍ୟାମ୍ପସରେ ଶୁକ୍ରବାର ଅପରାହ୍ନରେ ଏକ କାର ବ୍ୟାରିକେଡ ଭାଙ୍ଗି ଦୁଇ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଇଛି । ଏହି ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଗୁଳିରେ କାର ଡ୍ରାଇଭର…

ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୨ ଡିଗ୍ରୀ ସହ ମାଲକାନଗିରି ଉତ୍ତପ୍ତ ସହର

ଭୁବନେଶ୍ୱର-ତିନି ଦିନର ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ସାରାରାଜ୍ୟରେ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୨ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ୪୧ ଦଶମିକ୬, ତାଳଚେରରେ ୪୧ ଦଶମିକ ୫,…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ୩୦ ଜଣିଆ ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର - ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ବିଜେଡି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ତାଲିକାର ସର୍ବାଗ୍ରେ ରହିଛି । ଅନ୍ୟମାନେ ହେଲେ ବରିଷ୍ଠ ନେତା ଦେବୀ ମିଶ୍ର, ମହେଶ୍ୱର…