ଭୁବନେଶ୍ୱରରେ ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ ଉତ୍ସବ

ଭୁବନେଶ୍ୱର – ଆଜି ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସ୍ଥାନୀୟ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଦୀକ୍ଷାନ୍ତ ପରେଡରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆଗାମୀ ଦିନରେ ଉତ୍ତମ ସେବା ଓ ସେବାର ମାନ ଅଧିକ କରିବା ଦିଗରେ…

ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ରେକର୍ଡ ବୃଦ୍ଧି, ଦିନକରେ ଆଉ ୭୨ ହଜାର ମାମଲା, ୪୫୯ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭୟ ବଢ଼ାଉଛି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୭୨,୩୩୦ ନୂଆ ମାମଲା ଚିହ୍ନଟ ହୋଇଛି । ୧୭୨ ଦିନ ପରେ ଓ ଚଳିତ ବର୍ଷ ସଂକ୍ରମଣରେ ଏହା ହେଉଛି ସର୍ବୋଚ୍ଚ ବୃଦ୍ଧି । ଶେଷଥର ଅକ୍ଟୋବର ୧୦ରେ ୭୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଥିଲା ।…

ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲା କେନ୍ଦ୍ର, କହିଲା ଭୁଲରେ ପ୍ରକାଶ ପାଇଥିଲା…

ନୂଆଦିଲ୍ଲୀ - ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କରିଛି କେନ୍ଦ୍ର । ଗତାକାଲି ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାର କମାଇବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ହେଲେ ଏହାର ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି । ଏନେଇ…

ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର- ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ବିଭିନ୍ନ ଅଂଚଳର ଦାୟିତ୍ୱ ପ୍ରଦାନ କରିଛନ୍ତି । ପିପିଲ ବ୍ଲକ ପାଇଁ ସମୀର ରଂଜନ ଦାଶ ଓ ଅତନୁ ସବ୍ୟସାଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ୍ ପାଇଁ ନବକିଶୋର ଦାସ, ସୁଶାନ୍ତ ସିଂହ…

୨୯ ବଛରେଁ ପାହା ଦେଲା ନୂଆପଡ଼ା: ବିକାଶର ନୂଆଁ ଇତିହାସ୍ ଦେଖଲା ଇ ଇଲାକା

ନୂଆପଡ଼ା : ପଛିମ୍ ଉଡିଶାର ପଛୁଆ ଆର୍ ଅବହେଲିତ ଇଲାକା ଭିତରୁଁ ନୂଆଁପଡା ଜିଲ୍ଲା ରାଏଜେଁ ଗୁଟେ ଅଲଗ୍ ଠାନ୍ ରଖିଛେ । ଆଏଜ୍ ଇ ଜିଲ୍ଲାକେ ୨୮ ବଛର ପୂରିଛେ । ୨୯ ବଛରେଁ ପାହା ଦେଲାନ । ଏନ୍ତା ସମିଆଁ ଥିଁ କୁଡେ ବଛର୍ ଆଘୋର୍ କଥା କେ ଆର୍ ଇହାଦେର୍ କଥା କେ ସୋର୍ କଲା ବେଲକେ ଜାନଲା ଲୋକ୍…

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ମମତା, ଶୁଭେନ୍ଦୁଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା/ଗୁଆହାଟି - ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ପଶ୍ଚିମବଙ୍ଗର ୩୦ ଆସନ ମଧ୍ୟରେ ହାଇ ପ୍ରୋଫାଇଲ୍ ନନ୍ଦିଗ୍ରାମ ଆସନ ରହିଛି । ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ…

ଆଜିଠାରୁ ରାଜ୍ୟରେ ୪୫ରୁ ଅଧିକ ବୟସର ଲୋକଙ୍କୁ ଟିକା, ଦୈନିକ ୨ ଲକ୍ଷ ଟିକାକରଣର ଟାର୍ଗେଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢି ଚାଲିଥିବାରୁ ଚିନ୍ତା ପ୍ରକାଶ ପାଇଥିବା ବେଳେ କୋଭିଡ ନିୟମାବଳୀର କଡାକଡି ପାଳନ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜ୍ୟରେ ୪୫ରୁ ବର୍ଷରୁ ଅଧିକ ବୟସର ଲୋକଙ୍କର କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ…

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି

ପୁରୀ – ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବଳଗଣ୍ଡି ଛକ ନିକଟରେ ମାଉସୀ ମା’ ତାଲା ମନ୍ଦିରରୁ ଚୋରି ହୋଇଯାଇଛି । ମନ୍ଦିର ଗେଟ୍ ତାଲା କାଟିବା ସହ ହୁଣ୍ଡି ଭାଙ୍ଗି ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଚୋର । ନଗଦ ୩୦ ହଜାର ଟଙ୍କା ସହ ମା’ଙ୍କ ସୁନା ଓ ରୁପା…